Mahadev ଙ୍କ ଚମତ୍କାର 8 ବର୍ଷ ପର୍ଯ୍ୟନ୍ତ ନିଜର ପୁଅକୁ ଭୋକିଲା ରଖିଲା ଜଣେ ପିତା,କିନ୍ତୁ ଏଭଳି ବଂଚିଗଲା ପୁଅ ର ଜୀବନ..

Uncategorized

ଜଣେ ପିତା ନିଜର ପୁଅକୁ ଏକ ଘରେ ବନ୍ଦ କରି ଅନ୍ୟ ଦେଶ ଚାଲିଗଲା।ତେବେ ଯେତେବେଳେ ପ୍ରାୟ ଆଠ ବର୍ଷ ପରେ ସେହି ବ୍ୟକ୍ତି ନିଜର ଘରକୁ ଫେରିଲା ସେହି ସମୟରେ ମଧ୍ୟ ତାର ପୁଅ ସେହିପରି ସେହି ଘରେ ବଞ୍ଚି ରହିଥିଲା।ତେବେ ଏହା ଦେଖିବା ପରେ କେହି ମଧ୍ୟ ସେହିଦିନ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ତେବେ ଏହା କିପରି ହୋଇଥିଲା ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ସୂଚନା ଅନୁସାରେ ଉତ୍ତରପ୍ରଦେଶର ଚନ୍ଦୋରା ଗ୍ରାମରଭାବେଶ ପର୍ମାର ନିଜର ପତ୍ନୀଙ୍କ ସହିତ ରହି ଥାଆନ୍ତି।

ସେ ସେଠାରେ ଅନେକ ବର୍ଷ ରହିବା ପରେ ତାଙ୍କର ଅବସ୍ଥାରେ କୌଣସି ସୁଧାର ଆସି ନଥିଲା।ସେ ସେଠାରେ ସିଲେଇ କାର୍ଯ୍ୟ କରି ନିଜର ପେଟ ପୋଷି ଥାଆନ୍ତି।ତେବେ ଏହାପରେ ସେ ଚିନ୍ତା କଲେ କି ସେ କୁଏତ ଯାଇ ସେଠାରେ ସିଲାଇ କରି ନିଜର ପେଟ ପୋଷିବେ।ତେବେ ଇଚ୍ଛା ନଥିବା ପରେ ମଧ୍ୟ ନିଜର ପତ୍ନୀଙ୍କୁ ସେଠାରେ ଛାଡି ସେ କୁଏତ ଚାଲି ଯାଇଥିଲେ।ତେବେ ତାଙ୍କର ଯିବାର ଅଳ୍ପ ଦିନ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ତେବେ ସେହି ପୁଅ ଜନ୍ମ ହେବା ପରେ ତାହା ସମ୍ପର୍କରେ କିନ୍ତୁ ତାଙ୍କର ପତ୍ନୀ ତାଙ୍କୁ କିଛି ଖବର ଦେଇ ପାରିଲେ ନାହିଁ।ଏହା ପରେ ଦିନ ଗଡି ଚାଲିଲା।ତେବେ ପାଞ୍ଚବର୍ଷ ପରେ ସେହି ବ୍ୟକ୍ତି ଜଣକ ଭାରତ ଫେରିଲା।ସେହି ସମୟରେ ତାର ପୁଅ ପାଞ୍ଚ ବର୍ଷର ହୋଇ ଯାଇଥିଲା।କିନ୍ତୁ ସେ ସେହି ପୁଅକୁ ଗ୍ରହଣ କରିବା ପାଇଁ ମନା କରି ଦେଇଥିଲା।ସେ ଭାବିଲା କି ସେହି ପୁଅ ଅନ୍ୟ କାହାର।ସେହି କାରଣରୁ ସେ ସେହି ପୁଅକୁ ଏକ ଘରେ ବନ୍ଦ କରି କୁଏତ ଚାଲିଗଲା।

ତେବେ ସେଠାରେ ଯାଇ ସେ ନିଜର ପତ୍ନୀ ସହିତ ରହିଲା।କିନ୍ତୁ ସେଠାରେ କିଛିଦିନ ରହିବା ପରେ ତାଙ୍କର ସମସ୍ତ ବ୍ୟବସାୟ ବନ୍ଦ ହୋଇଗଲା।ଏହାପରେ ସେ ଶେଷରେ ଭାରତ ଫେରିବା ପାଇଁ ଚିନ୍ତା କଲେ।ତେବେ ପ୍ରାୟ ଆଠ ବର୍ଷ ବିତି ଯାଇଥିଲା।ଏହାପରେ ତାଙ୍କର ପତ୍ନୀ ତାଙ୍କର ପୁଅ କଥା ସବୁ ସମୟରେ ଚିନ୍ତା କରୁ ଥାଆନ୍ତି।ତେବେ ସେଠାରୁ ଫେରିବା ପରେ ସେମାନେ ନିଜର ଘରକୁ ଯାଇ ଯାହା ଦେଖିଲେ ତାକୁ ବିଶ୍ୱାସ କରି ପାରିଲେ ନାହିଁ।

ସେହି ପିଲା ସେହି ଘରେ ସେହିପରି ଭାବରେ ରହି ଥିଲା।ଏହା ସହିତ ସେ ବଞ୍ଚି ରହିଥିଲା।ତେବେ ତାର ସ୍ଵାସ୍ଥ୍ୟ ବହୁତ ଖରାପ ଥିଲା।ତେବେ ଜଣା ପଡ଼ିଲା କି କେହିଜଣେ ସେହି ଘରର ଝରକା ବାଟ ଦେଇ ପ୍ରତିଦିନ କିଛି କିଛି ଖାଦ୍ୟ ଓ ପାଣି ସେଠାରେ ଦେଇ ଦେଇ ଯାଏ।ଏହାପରେ ଡିଏନଏ ଟେଷ୍ଟ ହେବା ପରେ ମଧ୍ୟ ଏହା ଜଣା ପଡ଼ିଗଲା କି ସେହି ପୁଅ ତାର ନିଜର ଥିଲା।ଏହାପରେ ସେ ବହୁତ ଦୁଃଖୀ ମଧ୍ୟ ହୋଇଥିଲା।ଏହାପରେ ସେ ନିଜର ପୁଅକୁ ଆପଣାଇ ନେଇଥିଲେ।ତେବେ ସେହି ପୁଅକୁ କିଏ ଖାଇବାକୁ ଦେଉଥିଲା ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜଣା ପଡି ନାହିଁ।

Leave a Reply

Your email address will not be published. Required fields are marked *