ଅନ୍ୟ Driver ସହିତ ଶୋଇବାକୁ କହିଲେ ମୋ ସ୍ୱାମୀ,ଆଉ ସ୍ତ୍ରୀ ରାଜି ନ ହେବାରୁ ଯାହା ଘଟିଲା ଜାଣି ରଖନ୍ତୁ ଆପଣ…

ସେ କହିଛନ୍ତି ଯେତେବେଳ ସେ ଆଇନର ସାହାରା ନେବାକୁ ଚାହିଁଥିଲେ ତାଙ୍କୁ ତାଙ୍କର ସ୍ୱାମୀ ବହୁତ ମାରିଥିଲେ।ସେ କହିଛନ୍ତି କି ତାଙ୍କର ସ୍ୱାମୀ ବାର ଯାଇ ମଦ ପିଇଥାନ୍ତି।ଆଉ ତାଙ୍କ ଘରକୁ ଡ୍ରାଇଭର ମାନଙ୍କୁ ପଠାଇଥାନ୍ତି ତାଙ୍କ ସହିତ ଶୋଇବା ପାଇଁ।ସେ ଯଦି ଶୋଇବାକୁ ମନା କରି ଦିଅନ୍ତି ତାଙ୍କୁ ବହୁତ ମାଡ଼ ମରିଥାନ୍ତି।ସେ ୧୪ ବର୍ଷ ହେଲା ତାଙ୍କ ସ୍ୱାମୀ ଠାରୁ କେତେ ପ୍ରତାରଣା ପାଇଛନ୍ତି

ସେ ଏ ବିଷୟରେ ସମସ୍ତଙ୍କୁ କହିଛନ୍ତି।ସେ ତାଙ୍କୁ ଗରମ ଆଇରନର ଚେଙ୍କ ମଧ୍ୟ ଦେଇଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି।ତଥାପି ସେ ଆଇନର ଆଶ୍ରୟ ନେଇ ନ ଥିଲେ ବୋଲି ସେ କହିଛନ୍ତି।ସେ କହିଛନ୍ତି ତାଙ୍କୁ ତାଙ୍କ ସ୍ୱାମୀ ସ୍ତ୍ରୀ ବୋଲି ମନେ କରନ୍ତି ନାହିଁ।ସେ କହିଥାନ୍ତି କି ତାଙ୍କ ସ୍ତ୍ରୀ ତାଙ୍କର ସ୍ତ୍ରୀ ନୁହଁ ସେ କହୁଛନ୍ତି ତାଙ୍କର

ରୋଷେୟା।ସେ କହିଛନ୍ତି ବର୍ଷ ବର୍ଷ ଧରି ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ହୋଇ ରହୁଥିଲେ ମଧ୍ୟ ସେମାନେ ପୁଣି ମିଶି ଯାଉଛନ୍ତି ମାତ୍ର ସେ ମାତ୍ର ୯ ମାସ ହେବ ଘରୁ ବାହାରି ରହିବା ପରେ ମଧ୍ୟ ତାଙ୍କର ସ୍ୱାମୀ ତାଙ୍କୁ ଘରକୁ ନେଇ ନାହାନ୍ତି।ସେ କହିଛନ୍ତି କି ଥରେ ତାଙ୍କ ସ୍ୱାମୀ ତାଙ୍କୁ ଡାକି ଆସିଥିଲେ ଆଉ କହିଥିଲେ କି

ତାଙ୍କ ସହିତ ନ ଗଲେ ସେ ତାଙ୍କୁ ବହୁତ ମାଡ଼ ମାରିବେ ବୋଲି।ସେ କହିଛନ୍ତି କି ତାଙ୍କ ଗ୍ରାମର ସରପଞ୍ଚ ଆଉ ଜଣେ ପୋଲିସ ବିଶ୍ୱାଳ ସାର ବୋଲି ସେ ତାଙ୍କ ସମ୍ବୋଧନ କରିଛନ୍ତି ।ସେ କହିଛନ୍ତି ସେମାନଙ୍କ ଉଦ୍ୟମ କ୍ରମେ ସେ ତାଙ୍କ ଛୁଆକୁ ଧରି ଆସି ଏହି ଥାନାରେ ଅଭିଯୋଗ କରିଛନ୍ତି।ଭିନ୍ନ ଭିନ୍ନ ଧରଣର ପ୍ରଶ୍ନ ଓ

ଉତ୍ତର ନେଇକି ଆସୁ ଆମେ।ତେବେ ପ୍ରଶ୍ନ ଓ ଉତ୍ତର ପଢିଲେ ଆପଣଙ୍କର ଜ୍ଞାନର ବିକାଶ ସମ୍ଭବ।ପ୍ରଶ୍ନ ଓ ଉତ୍ତର ଅନେକ ପରୀକ୍ଷାରେ ବି ଆସିପାରେ।ତେବେ ପ୍ରଶ୍ନ ଓ ଉତ୍ତର ପଢି ଆପଣଙ୍କ ଅନୁଭବ କଣ ତାହା କମେଣ୍ଟ ରେ ଜଣେଇ ପାରିବେ।

Leave a Reply

Your email address will not be published. Required fields are marked *