ଅର୍ଚ୍ଚନାଙ୍କ Linkରେ ଅଛନ୍ତି କି ପୋଲିସ ଅଫିସର,କିଏ ଖେଳୁଛି ଅସଲ ଖେଳ ଜାଣିଲେ ମୁଣ୍ଡରେ ହାତ ଦେବେ…

ଫିଲ୍ମ ପ୍ରଯୋଜକ, ବ୍ୟବସାୟୀ ମାନଙ୍କ ସହ ସଂପର୍କ ରଖୁଥିଲେ।ଖାଲି ସଂପର୍କ ରଖି ନଥିଲେ ତାକୁ ଭିଡିଓ କରି ସେହି ଲୋକଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲେ।କିନ୍ତୁ ଏବେ ତାଙ୍କୁ ଗିରଫ କରିଛି ପୋଲିସ।ଅର୍ଚ୍ଚନାଙ୍କ ତଦନ୍ତର ତଦନ୍ତ କରୁଥିବା ତଦନ୍ତ ଅଧିକାରୀ ଗଲେ କୁଆଡେ।ସେ ମାମଲାର ତଦନ୍ତ କରୁଛନ୍ତି ତ। ଏଇଠି ଶୁଣିବାକୁ ମିଳିଛି କି ସେ ନାମକୁ କୁଆଡେ ମାତ୍ର

ତଦନ୍ତ ଅଧିକାରୀ।ତାଙ୍କୁ କୁଆଡେ କାଳେ ବାହାରକୁ ବୁଲିବାକୁ ପଠାଇ ଦିଆ ଯାଇଛି।ଅର୍ଚ୍ଚନାଙ୍କୁ ଗିରଫ କରିବାର କିଛି ଘଣ୍ଟା ପରେ ସେହି ଅଫିସର କୁଆଡେ ଉଭାନ ହୋଇ ଯାଇଥିବା ଚର୍ଚ୍ଚା ହେଉଛି।ତାଙ୍କ ସହ ଏବେ ଯୋଗାଯୋଗ ମଧ୍ୟ ହୋଇ ପାରୁ ନାହିଁ।କେହି ଯେ ପରି ମଧ୍ୟସ୍ଥି ନ ରହିବେ ଆଉ କୌଣସି କଥା

ଯେପରି ବାହାରକୁ ନ ଯାଏ ସେଥି ପାଇଁ ଭିନ୍ନ ଢ଼ଙ୍ଗରେ ଏହାର ତଦନ୍ତ ହୋଇଥିବା ଶୁଣିବାକୁ ମିଳିଛି।ତେବେ ଏଇଠି ପ୍ରଶ୍ନ ଉଠୁଛି କି ତଦନ୍ତ ଅଧିକାରୀଙ୍କ ଉପରେ ଭରସା ରହିଲା ନାହିଁ କି କାଳେ ବାହାରେ ବଡ଼ ବଡ଼ ଲୋକଙ୍କ ନାମ ଘୋଷଣା କରି ଦେବେ ଏହାକୁ ନେଇ ଭୟ।ତେବେ ଯେତେ ଚାପିଲେ କଣ ହେବ

ଘଟଣା ପଦାକୁ ଆସି ଯାଉଛି। ଗିରଫ ହେବାର ପ୍ରଥମ ଦିନରୁ ଖଣ୍ଡଗିରି ଥାନାର ଅଧିକାରୀଙ୍କୁ ଏହି କେସରୁ ବାଦ ଦେଇ ଦିଆ ଯାଇଛି।ହେଲେ ଏହି ଘଟଣାର ତଦନ୍ତ ଏବେ କରୁଛି କିଏ। ସେପଟେ ଘଟଣାର ୪ ଦିନରେ ପରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ଡିସିପି।ଯାହା ପୁଣି ମିଡ଼ିଆ ଚାପରେ।କହିଲେ କମ ଚାପିଲେ

ବେଶୀ।ଉପରୁ ଯେତିକି ନିର୍ଦ୍ଦେଶ ଥିଲା ସେତିକି କହିଲେ।ଏହି କେସରେ କମିଶନରେଟ ପୋଲିସର ମଧ୍ୟ ହାତ ଅଛି କି?ଅର୍ଚ୍ଚନା କେସ ପାଇଁ ଏମାନଙ୍କ ମୁଣ୍ଡରେ ବୋଝ। ମାପି ଚୁପି ଚାଲିଛି ତଦନ୍ତ।କାରଣ ଏହି ରହସ୍ୟମୟୀଙ୍କ ଭାବରେ ପଡିଛନ୍ତି ପୋଲିସ ଅଫିସର।ତାଲିକାରେ ଅଛନ୍ତି ଅନେକ ପୋଲିସ ଅଧିକାରୀ।

ଏମାନଙ୍କ ଛତ୍ର ଛାୟାରେ ରହି ନିଜ ନେଟୱର୍କ ବିସ୍ତାର କରୁଥିଲେ ଏହି ଦମ୍ପତି?ପାପ କାମର ଅନ୍ତ ଘଟିଲା, ଧରା ପଡ଼ିଲା ପାପୀ ଅର୍ଚ୍ଚନା।ପାପ କାମ ଦିନେ ନା ଦିନେ ପଡିଯାଏ ଧରା ଆଉ ଧରା ପଡିଗଲା ଅର୍ଚ୍ଚନାର ପାପୀ କାମ, ଠକ ଅର୍ଚ୍ଚନା ଗଲେ ଜେଲ।

Leave a Reply

Your email address will not be published. Required fields are marked *