ଅର୍ଚ୍ଚନା ଭିତରେ ରହିଲେ କଣ Dhanda ବନ୍ଦ ହେବ,ତାକୁ ଚଲେଇବା ପାଇଁ ଅନେକ ଅନେଇକି ରହିଛନ୍ତି…

Uncategorized

ଜଣଙ୍କ କହିବା ଅନୁଯାୟୀ, ଅର୍ଚ୍ଚନାକୁ କେବଳ ଭିତରେ ବନ୍ଦ କରିଦେଲେ ଏଇ ବ୍ୟବସାୟ କିମ୍ବା ଧନ୍ଦା ଯାହା ଚାଲୁଥିଲା ତାହା ବନ୍ଦ ହୋଇଯିବ ତାହା ନୁହ। ଧ-ମକ ପଛରେ ପୁଅ ମାନଙ୍କର ହାତ ଅଛି। ଧ-ମକ ଯେଉଁ ପୁଅମାନେ କରୁଥିଲେ ସେମାନଙ୍କୁ ଲୋକ ଲୋଚନକୁ ଆଣିବା ବହୁତ ଜରୁରୀ ଅଟେ। ପ୍ରଥମତଃ ଅର୍ଚ୍ଚନାକୁ ପୋଲିସ ଅଧିକାରୀ ମାନେ ଏକ

ବ୍ୟବସାୟୀ ରୂପେ ଗଣନା କରିଛନ୍ତି।କିନ୍ତୁ ଅର୍ଚ୍ଚନାଙ୍କ ପଛରେ ଯେଉଁ ମାନଙ୍କ ହାତ ଅଛି ସେଇ ମାନଙ୍କୁ ଆଜି ପୋଲିସ ପ୍ରଶାସନ କଣ ପାଇଁ ହାତ ମାରିପାରୁନି କିମ୍ବା ସରକାର କଣ ପାଇଁ ହାତ ମାରି ପାରୁନି ତାହା ଏହା ପ୍ରଶ୍ନ ବାଚକ ବିଷୟ ଅଟେ।ଅର୍ଚ୍ଚନା କେସିଙ୍ଗାର ନୁହେଁ।ସେ ଲାଞ୍ଜିଗଡ଼ରେ ବସବାସ କରୁଥିଲେ।

ସେଠାରେ ତାଙ୍କ ମାଆ ଯେହେତୁ ସରକାରୀ କର୍ମଚାରୀ ଥିଲେ ସେଠାରୁ ସେ ଆସିକି କେସିଙ୍ଗାର ଗୋଟେ ସରକାରୀ ଜମିରେ ରହିଥିଲେ।କିଛି ଦିନ ପାଇଁ ଅର୍ଚ୍ଚନା ଯିବା ଆସିବା କରୁଛନ୍ତି।ସେ କେସିଙ୍ଗାର ସ୍ଥାୟୀ ବାସିନ୍ଦା ନୁହନ୍ତି।ସେ ଏବେ ଏକ ବିଳାସପୂର୍ଣ୍ଣ ଘର କରି ଭୁବନେଶ୍ୱରରେ ସ୍ଥାୟୀ ଭାବେ ବାସ କରୁଛନ୍ତି।

ଆଉ ଏଇ କ୍ଷେତ୍ରରେ ଅର୍ଚ୍ଚନା କୁ ଖାଲି ବନ୍ଦୀ କରିଦେଲେ ସମାଧାନ ହୋଇଯିବ ତାହା ନୁହ ତାଙ୍କ ପଛରେ ପୁଅ ମାନଙ୍କର ହାତ ଅଛି।ତେଣୁ ଯେଉଁ ପୁଅମାନେ କରୁଥିଲେ ସେମାନଙ୍କୁ ଏହି ଲୋକଲୋଚନକୁ ଆଣିବା ବହୁତ ଜରୁରୀ ଅଟେ। ପୋଲିସର ନିଷ୍କ୍ରିୟତା କିଛି ପ୍ରତିଫଳିତ ହେଉଛି।ସେମାନେ ଅର୍ଚ୍ଚନା

ଙ୍କ ଠାରୁ ଯାହା ପ୍ରମାଣ ପତ୍ର ନେଇଥିଲେ ତାକୁ ଆଜି ଯାଏ କଣ ପାଇଁ ଉନ୍ମୋଚନ କରାଯାଉନାହିଁ।ତା ପଛରେ ଯେ କୌଣସି ରାଜନେତା ଥାଆନ୍ତୁ କିମ୍ବା ପ୍ରଶାସନିକ ଅଧିକାରୀ ଥାଆନ୍ତୁ ସେମାନଙ୍କୁ ମଧ୍ୟ ସାମ୍ନାକୁ ଆଣିବା ନିହାତି ଜରୁରୀ।ଏହି ଘଟଣା ବାହାରିବା ପରେ ଗଣମାଧ୍ୟମ ଦ୍ବାରା ଜଣାପଡିଥିଲା।

ତାଙ୍କର ପୂର୍ବରୁ ଏକ ବିବାଦ ଚାଲିଥିଲା।ସେଥିରେ ସେ ଏତଲା କରି ହେଇଥିଲେ।

Leave a Reply

Your email address will not be published. Required fields are marked *