ଆଣ୍ଟିଙ୍କୁ ଲୁଚେଇ ଭାଇ ମୋ ରୁମରେ ମୋ ସାଙ୍ଗ Lipi ସହ ସମ୍ପର୍କ ରଖିଲେ,ଆଉ କାମ ସରିଲା ପରେ କହିଲେ ତୁ ରାତିସାରା…

ଭାଇ ଜବରଦସ୍ତ କରିକି ମୋର ସାଙ୍ଗ ସହିତ  ରିଲେସନ ରଖିଥିଲେ।ସେ ଜବରଦସ୍ତ କରି ରଖିଥିଲେ ଆଉ ସେ ପ୍ରେଗନଟ ବି ଥିଲେ।ଆଣ୍ଟି ସେ କଥା ଜାଣି ନାହାନ୍ତି।କେବଳ ମୁଁ ସେହି କଥା ଜାଣିଚି।ଆଣ୍ଟି ଙ୍କୁ ସେସବୁ କଥା ପୁରା ଲୁଚା ହୋଇଛି।ଆଉ ସେ ଆରସନ ମଧ୍ୟ କରିଛନ୍ତି।ମାନେ ଘରର ନ ଜାଣିବାରେ ସେ ସବୁ କିଛି ହିଁ କରିଛନ୍ତି।

ହଁ ମୁଁ ଭାଇ ଙ୍କ ସହିତ ଲିପି ଯିବାର ଭାଇ ଙ୍କ ସହିତ ଷ୍ଟେସନ ଯିବାର ଲେଟ ରାତି ପର୍ଯ୍ୟନ୍ତ ବାହାରେ ରହିବାର।ମୋ ରୁମ ରେ ରହିବାର ଆଉ ମୁଁ ବି ଆସିଲି ଆଣ୍ଟି ଙ୍କ ଘରେ ରୁହେ ସେମାନେ ଦୁଇଜଣ ମୋ ରୁମ ରେ ରୁହନ୍ତି। ଆମ ଆଖ ପାଖ ପଡିଶା ମଧ୍ୟ ଜାଣିଛନ୍ତି ଏହି କଥା।

ଏହି ଦୁଇଜଣ ଙ୍କ ଭିତରେ ବାହାଘର ନ ହୋଇ ମଧ୍ୟ ଫିଜିକାଲ ରିସନ ଥିଲା। ହଁ ବାହାଘର ହୋଇଛି କୋର୍ଟ ରେ ହୋଇଥିଲା।ସମସ୍ତେ ଜାଣିଛନ୍ତି ଏହି ଦୁଇଜଣ ଙ୍କର ବାହାଘର ହୋଇ ଯାଇଛି ତେଣୁ ବୁଲା ବୁଲି ଇଏ ସିଏ ସବୁ ତାଙ୍କ ଭିତରେ ରହିଛି। ତାଙ୍କ ଘରେ କଣ ହୋଇଛି ସେହି କଥା ମୁଁ ଜାଣି ନାହିଁ।

ସେ ପୁରା ଅଲଗା ଝିଅ ଦେଖିବାକୁ ପଳେଇଲେ ଆଉ ଜମା ବି କହିଲେ ନାହିଁ ଆଉ ତାଙ୍କ ଭିତରେ ସେବେଠାରୁ ବ୍ୟବଧାନ ଆରମ୍ଭ ହୋଇଗଲା।ଏବଂ ସେ କହିଲେ ଯେ ମୁଁ ତତେ ବାହା ହେବାକୁ ଚାହୁଁନି ଘରେ କହୁଛନ୍ତି ବିଷ ପିଇଦେବି ଇଏ କରିଦେବି ସିଏ କରିଦେବି।ଏମିତି ତାଙ୍କୁ ବହୁତ ପ୍ରେସର ଦେଉଛନ୍ତି ଭାଇ।ଯେହେତୁ ତମେ ଜଣେ ଝିଅ ଙ୍କ ସହ ଫିଯିକାଲ ରଖିଛ କୋର୍ଟ ରେ ବାହା ହୋଇଯାଇଛ।

ଆଉ ସବୁ ଜିନିଷ ତୁମେ ଘରେ ନ ଜଣାଇ ତମେ ଯଦି ଏହି ସବୁ କରିଦେଇଛ ଏତେ ଆଗକୁ ବଢିଲା ପରେ।ସିଏ ଯେତେବେଳେ ଏବେ ବାହା ହେବା ପାଇଁ ମନା କରୁଛନ୍ତି ମୋ ସାଙ୍ଗ ତ ମଝିରେ ଅଘଟଣ ପାଇଁ ବାହାରିଥିଲା।କିନ୍ତୁ ଆମେ ତାକୁ ବୁଝାଇ ସୁଝାଇ ରଖିଛୁ।

Leave a Reply

Your email address will not be published. Required fields are marked *