ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ମାନସିକ ବିଜ୍ଞାନରେ ୮୧.୬୩ ନମ୍ୱର ରଖି ଟପ୍ପର ହୋଇ ପାରିଛନ୍ତି।ତେବେ ଅଙ୍କିତା ନିଜ ଜୀବନରେ ଅନେକ ଖରାପ ସମୟ ଦେଇ ଗତି କରିବା ପରେ ଏହି ଭଳି ସଫଳତାରେ ପହଞ୍ଚି ପାରିଛନ୍ତି ଏହା ଫଳରେ ତାଙ୍କର ପରିବାର ଲୋକ ଅନେକ ଖୁସି ଅଛନ୍ତି ବୋଲି କହିଛନ୍ତି ତାଙ୍କର ଦାଦା ଓ ଖୁଡି।ଏହା ସହିତ ସେ କହିଛନ୍ତି କି ତାଙ୍କର ପରିବାର ଲୋକ ଓ ତାଙ୍କର ପିତାମାତା ଓ ତାଙ୍କର ଦାଦା ଓ ଖୁଡିଙ୍କ ଆଶୀର୍ବାଦ ଫଳରେ ସେ ଏହି ସଫଳତା ପାଇ ପାରିଛନ୍ତି।
ଏହା ସହିତ ସେ କହିଛନ୍ତି କି ନିଜର ପରିଶ୍ରମର ଫଳ ସେ ପାଇଛନ୍ତି।ସେ ପ୍ରଥମ ହେବା ପଛରେ ତାଙ୍କର ପରିବାରର ଅନେକ ଲୋକଙ୍କ ଆଶୀର୍ବାଦ ରହିଛି।ଏହା ସହିତ ସେ କହିଛନ୍ତି କି ଅନେକ ପରିଶ୍ରମ କରି ଏହି ସଫଳତାରେ ପହଞ୍ଚିବା ସହିତ ନିଜ ଜୀବନରେ ସେ ନିଜର ଶ୍ରେଷ୍ଠ ସମୟ ଅତିବାହିତ କରୁଛନ୍ତି ବୋଲି କହିଛନ୍ତି।ଏହା ସହିତ ସେ କହିଛନ୍ତି କି ନିଜ ଜୀବନରେ ସେ ଅନେକ ସମୟରୁ ନିଜର ସଫଳତା ପାଇଁ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି।ଏହା ସହିତ ସେ ଏହି ସଫଳତାରେ ପହଞ୍ଚି ପାରିଥିବା ପଛରେ ସେ ନିଜର ଦାଦା ଖୁଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହା ସହିତ ସେ ଅଙ୍କିତା କହିଛନ୍ତି କି ସେ ନିଜର ଜୀବନରେ ଅନେକ ଆଗକୁ ଯିବାକୁ ଚାହୁଁଛନ୍ତି।ଏହା ସହିତ ସେ କହିଛନ୍ତି କି ସେ ନିଜର ଜୀବନରେ ସଫଳତା ପାଇଁ ନିଜର ଦାଦା ଖୁଡିଙ୍କ ସହିତ ନିଜର ପିତା ମାତାଙ୍କ ଆଶୀର୍ବାଦ ଆଶା କରୁଛନ୍ତି।ଏହା ସହିତ ସେ କହିଛନ୍ତି କି ସେ ନିଜର ଜୀବନରେ ନିଜର ପିତାମାତାଙ୍କୁ ହରାଇ ସରିବା ପରେ ଅନେକ ସମୟ ପର୍ଯ୍ୟନ୍ତ ଜାଣି ପାରି ନଥିଲେ କି ସେ ଆଗକୁ କିପରି ଭାବରେ ବଞ୍ଚିଁବେ ଏହା ଜାଣି ପାରି ନଥିଲେ।ଏହା ସହିତ ସେ ଆଗକୁ କଣ କରିବେ ଏହା ମଧ୍ୟ ଜାଣିପାରୁ ନଥିଲେ ବୋଲି କହିଛନ୍ତି।
ଏହି ସମୟରେ ତାଙ୍କ ଦାଦା ଖୁଡି ତାଙ୍କୁ ଆଗକୁ ବଞ୍ଚିବାକୁ ସାହାସ ଦେଇଛନ୍ତି ଏହା ସହିତ ସେ କହିଛନ୍ତି କି ନିଜ ଜୀବନରେ ସେ ନିଜର ପିତା ମାନଙ୍କୁ ହରାଇବା ପରେ ନିଜର ଦାଦା ଖୁଡିଙ୍କୁ ନିଜର ପିତାମାତା ଭାବରେ ଗ୍ରହଣ କରି ଆଗକୁ ଯିବାକୁ ସ୍ଥିର କରିଥିଲେ।ଏହା ସହିତ ସେ ବର୍ତ୍ତମାନ ନିଜର ଦାଦା ଖୁଡିଙ୍କ ସମସ୍ତ ଇଚ୍ଛା ପୂରଣ କରିବା ପାଇଁ ନିଜର ସମସ୍ତ ପ୍ରୟାସ କରିବେ ବୋଲି କହିଛନ୍ତି।ତେବେ ନିଜ ଜୀବନରେ ସେ ନିଜର ଦାଦା ଖୁଡିଙ୍କ ପାଖରୁ ଅନେକ ଭଲ ପାଇବା ପାଇଛନ୍ତି ବୋଲି କହିଛନ୍ତି।
ଏହା ସହିତ ସେ କହିଛନ୍ତି କି ନିଜର ପିତାମାତାଙ୍କ ଠାରୁ ଯେପରି ସ୍ନେହ ପାଉଥିଲେ ସେହି ଭଳି ଭାବରେ ସେ ନିଜର ଦାଦା ଖୁଡିଙ୍କ ପାଖରୁ ଅନେକ ଭଲ ପାଇବା ପାଇଛନ୍ତି ବୋଲି କହିଛନ୍ତି।ଏହା ସହିତ ସେ କହିଛନ୍ତି କି ତାଙ୍କର ପିତାମାତାଙ୍କ ପାଖରୁ ସେ ଅନେକ ଭଲ ପାଇବା ପାଇଛନ୍ତି ବୋଲି କହିଛନ୍ତି।ଏହା ସହିତ ସେ କହିଛନ୍ତି କି ନିଜର ଦାଦା ଖୁଡି ତାଙ୍କର ଅନେକ ସେବା ଯତ୍ନ କରନ୍ତି।ଏହା ସହିତ ସେ ପାଠ ପଢା ପାଇଁ ତାଙ୍କୁ ଅନେକ ଉତ୍ସାହିତ କରନ୍ତି ବୋଲି ସେ କହିଛନ୍ତି।ଏହା ସହିତ ସେ ନିଜର ଦାଦା ଖୁଡିଙ୍କୁ ଅନେକ ଭଲ ପାଆନ୍ତି ବୋଲି କହିଛନ୍ତି।
https://www.youtube.com/watch?v=T0e0Fwdh7h8