ଯେବେ ଆସୁଥିଲେ Guest,କଣ ସତରେ ବାଥ୍ ରୁମ୍ ଟାଣି ନେଉଥିଲେ ଅର୍ଚ୍ଚନା ଆଉ ତା ପରେ ଯାହା ଘଟୁଥିଲା…

Uncategorized

ଅର୍ଚ୍ଚନା ବଡ଼ ବଡିଆ ଙ୍କ ସହ ସମ୍ପର୍କରେ ଆସିବା ପରେ ସେମାନଙ୍କୁ ତାଙ୍କର ପ୍ରାସାଦ ଘରକୁ ଡାକୁଥିଲେ।ପ୍ରାସାଦ ପରି ଏହି ଘରେ ରହିଛି ଯାକ ଯମକ ପରି ବେଡ ରୁମ୍ ଆଉ ଯେତେବେଳେ ଅତିଥି ମାନେ ମଦ ପିଇ କରି ଆସୁଥିଲେ ସେତେବେଳେ ଅର୍ଚ୍ଚନା ତାଙ୍କୁ ଦେଉଥିଲେ କିଛି ଭିନ୍ନ ପ୍ରକାରର।କୁଆଡେ ଅର୍ଚ୍ଚନା ଅତିଥି ଙ୍କୁ ବାଥ୍ ରୁମ୍ ଭିତରକୁ ଟାଣି

ନେଉଥିଲେ ଆଉ ସବୁ ସାୱାର ଟ୍ୟାପ ଖୋଲି ଦେଉଥିଲେ ଆଉ ଧୀରେ ଧୀରେ ଅର୍ଚ୍ଚନା ସେହି ଅତିଥି ଙ୍କ ସହ ବାଥ୍ ରୁମ୍ ରେ ଭିଜୁଥିଲେ।ଆଉ ସେହି ଅତିଥିଙ୍କ ନିଶା ଛାଡ଼ିବା ପରେ ଅତିଥିଙ୍କୁ ବେଡ ରୁମ୍ କୁ ଟାଣି ଆଣୁଥିଲେ ଅର୍ଚ୍ଚନା ଆଉ ବେଡ୍ ରୁମ୍ ରେ ରଖୁଥିଲେ ।ଆଉ ସେହି ବେଡ ରୁମ ରେ ଲାଗିଥାଏ

ଅନେକ ସାରା ସିସି ଟିଭି କ୍ୟାମେରା ଯାହାକୁ ଅତିଥି ମାନେ ଭୁଲରେ ଜାଣି ପାରୁ ନଥିଲେ କି ଏହି ବେଡ ରୁମରେ ଲାଗିଛି ସିସି ଟିଭି କ୍ୟାମେରା।ଆଉ ର ଗୋଟିଏ ଗୋଟିଏ ଦୃଶ୍ୟକୁ ରେକର୍ଡ କରିଥିଲେ ସିଶି ଟିଭି କ୍ୟାମେରା ରେ ଆଉ ପରେ ସେହି ଭିଡିଓ କୁ ଭାଇରଲ କରିଦେବା ଭୟ ଦେଖାଇ

ସିଧା ଦେଉଥିଲେ ଧମକ।ଯେଉଁଥିରେ ସାଥ ଦେଉଥିଲେ ସ୍ୱାମୀ।ଆଉ ଏସବୁ ରେ ସପୋର୍ଟ କରୁଥିଲେ ମଧ୍ୟ ସ୍ବାମୀ।ସ୍ବାମୀ ସପୋର୍ଟ କରୁଥିଲେ ଆଉ ସ୍ବାମୀ ଜାଣିଥିଲେ ମଧ୍ୟ ସବୁ କାଇଦା।ସ୍ବାମୀ ସ୍ତ୍ରୀ ମିଶି ଧମକ ଦଉଥିଲେ ଆଉ ସେହି ପରି କିଭଳି ଗଢି ଉଠିଥିଲା ଏତେ ବଡ଼ ଅର୍ଚ୍ଚନା ଙ୍କ ପାପ ସାମ୍ରାଜ୍ୟ ତାହା ଆପଣ

ମାନେ ଜାଣିଥିବେ।ତେବେ ଗେଷ୍ଟ ମାନେ ଯେତେବେଳେ ରୁମ୍ କୁ ଆସୁଥିଲେ ସ୍ବାମୀ ସବୁ ଜାଣିଥିଲେ କିନ୍ତୁ ସ୍ତ୍ରୀ କୁ ଛାଡି ଦେଇ ଆଉ ଗୋଟେ ରୁମ୍ କୁ ଚାଲି ଯାଉଥିଲେ ଆଉ ସ୍ତ୍ରୀର ଏଭଳି କାମରେ ସ୍ବାମୀ ବି ରାଜି ହୋଇ ଯାଇଥିଲା ଆଉ ଦୁଇ ଜଣ ଏମିତି ମିଶି କମାଉଥିଲେ କୋଟି କୋଟି ଟଙ୍କା।ତେବେ ଜଣା

ପଡ଼ିଛି କି ଅନେକ ସମୟରେ ଯେତେବେଳେ ଗେଷ୍ଟ ମାନେ ଘରକୁ ଆସୁଥିଲେ ନିଶାସକ୍ତ ଅବସ୍ଥାରେ ଆସୁଥିଲେ ଆଉ ତାଙ୍କୁ ନିୟନ୍ତ୍ରଣ କରୁଥିଲେ ଅର୍ଚ୍ଚନା।ଆଉ ନିୟନ୍ତ୍ରଣ କଲା ପରେ ସିଧା ରଖୁଥିଲେ ଆଉ ତାଙ୍କୁ ସହଜରେ ବୁଝି ପାରୁ ନଥିଲେ ବଡ଼ ବଡିଆ।ଆଉ ସିଧା ସଳଖ ଫସି ଯାଉଥିଲେ।

Leave a Reply

Your email address will not be published. Required fields are marked *