ଆସିଲା ମହାଅଭିଯୋଗ,Bapa ଙ୍କ ଶବକୁ ଛାଡ଼ୁନି,ପଇସା ଲୁଟିବା ପାଇଁ କରିଛନ୍ତି ମହା ଘୋଟଲା ! ମେଡ଼ିକାଲରେ ଘଟୁଛି ଭୟଙ୍କର ଘଟଣା ଦେଖନ୍ତୁ Video

Uncategorized

ତେବେ ନିକଟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସୁଛି।ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।ତେବେ ସୂଚନା ଅନୁସାରେ ଏକ ବାଳିକା କାନ୍ଦି କାନ୍ଦି ନିଜର ପିତାଙ୍କ ମୃତ୍ୟୁ ସମ୍ପର୍କରେ ଏକ ତଥ୍ୟ ଦେଉଛନ୍ତି ଯାହା ଶୁଣିବା ପରେ ଯେ କୌଣସି ବ୍ୟକ୍ତି ମଧ୍ୟ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।ତେବେ ଏହି ଝିଅ ଜଣଙ୍କ କହିଛନ୍ତି କି ତାଙ୍କର ପିତାଙ୍କ ମୃତ୍ୟୁ କିପରି ହୋଇଛି ଏହାର କୌଣସି ସଠିକ ତଥ୍ୟ ସେହି ଘରୋଇ ଚିକିତ୍ସାଳୟ ଦେଉ ନାହିଁ।

ଏହା ସହିତ ସେ କହିଛନ୍ତି କି ତାଙ୍କର ପିତାଙ୍କ ମୃତ୍ୟୁ ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ସେ କହିଛନ୍ତି।ଏହା ସହିତ ସେ କହିଛନ୍ତି କି ତାଙ୍କର ପିତାଙ୍କ ମୃତ୍ୟୁ ଅନେକ ଦିନ ତଳୁ ହୋଇ ସାରିଛି ଏହା ପରେ ମଧ୍ୟ ଚିକିତ୍ସାଳୟ ପକ୍ଷରୁ ଏହା କୁହା ଯାଇଛି କି ତାଙ୍କର ପିତାଙ୍କ ମୃତ୍ୟୁ କିଛି ସମୟ ପୂର୍ବରୁ ହୋଇଛି।ଯାହାକୁ ତାଙ୍କର ପରିବାର ଲୋକ ବିଶ୍ୱାସ କରୁ ନାହାଁନ୍ତି।

କାରଣ ତାଙ୍କର ପିତାଙ୍କ ମୃତ ଶରୀର ଯେଉଁ ସମୟରେ ତାଙ୍କ ସମ୍ମୁଖକୁ ଆସିଲା ସେ ଠିକ ଭାବରେ ଦେଖିବା ପରେ ଏହା ବିଲକୁଲ ଜଣା ପଡୁ ନଥିଲା କି ତାଙ୍କର ପିତାଙ୍କ ମୃତ୍ୟୁ କିଛି ସମୟ ପୂର୍ବରୁ ହୋଇଛି ବୋଲି।ଏହା ସହିତ ସେ ବର୍ତ୍ତମାନ ନ୍ୟାୟ ପାଇବାକୁ ଦାବି କରୁଛନ୍ତି।ସେ କହିଛନ୍ତି କି ତାଙ୍କର ପିତାଙ୍କ ମୃତ୍ୟୁ ପ୍ରାକୃତିକ ଭାବରେ ହୋଇ ନାହିଁ।

ଏହା ସହିତ ସେ କହିଛନ୍ତି କି ତାଙ୍କର ପିତାଙ୍କ ମୃତ୍ୟୁର ଏକ ତଦନ୍ତ କରାଯାଉ।ଏହା ସହିତ ସେ କହିଛନ୍ତି କି ସେ ଏହା ସମ୍ପର୍କରେ ବର୍ତ୍ତମାନ ଅନେକ ଗଣଧ୍ୟାମକୁ ଜଣାଇବା ପରେ ମଧ୍ୟ ତାଙ୍କ ଦୁଃଖ କେହି ମଧ୍ୟ ବୁଝୁ ନାହାନ୍ତି।ଏହା ସହିତ ସେ କହିଛନ୍ତି କି ତାଙ୍କର ପିତାଙ୍କୁ ଜାଣି ଜାଣି ମାରି ଦିଆ ଯାଇଛି।ଏହା ସହିତ ସେ କହିଛନ୍ତି କି ତାଙ୍କର ତାଙ୍କର ପିତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।

ଯାହା ଫଳରେ ସେ ଆଗକୁ କିପରି ବାଞ୍ଚିବେ ବୋଲି କହିଛନ୍ତି।ସେ ନିଜର ପିତାଙ୍କ ମୃତ ଶରୀର ଦେଖିବା ପରେ ଏହା କହିଥିଲେ କି ତାଙ୍କର ପିତାଙ୍କ ମୃତ୍ୟୁ ପ୍ରାୟ ୨-୩ ଦିନ ତଳୁ ହୋଇ ସାରିଛି କିନ୍ତୁ ଏହା ପରେ ମଧ୍ୟ ତାଙ୍କର ପିତାଙ୍କ ମୃତ୍ୟୁକୁ ବର୍ତ୍ତମାନ ୩ ଦିନ ପରେ ଚିକିତ୍ସାଳୟ କଣ ପାଇଁ ଏତେ ବିଳମ୍ବରେ ଘୋଷିତ କଲା ବୋଲି ପ୍ରଶ୍ନ କରିଛନ୍ତି।

ଏହା ସହିତ ସେ କହିଛନ୍ତି କି ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ।ନଚେତ ସେ ଆଗାମୀ ସମୟରେ ଚିକିତ୍ସାଳୟ ଉପରେ ମୋକଦ୍ଦମା କରିବେ ବୋଲି କହିଛନ୍ତି।ସେ କହିଛନ୍ତି କି ବର୍ତ୍ତମାନ ଡକ୍ଟର କିଛି ନୂଆ କଥା କହିଛନ୍ତି।ସେ କହିଛନ୍ତି କି ଡକ୍ଟର କହିଛନ୍ତି କି ତାଙ୍କର ପିତାଙ୍କୁ ଚିକିତ୍ସାଳୟ ଆଣିବା ସମୟରେ ସେ କରୋନାରେ ପୀଡ଼ିତ ଥିଲେ।

କିନ୍ତୁ ସେହି ଝିଅ ଜଣଙ୍କ କହିଛନ୍ତି କି ତାଙ୍କର ପିତାଙ୍କୁ ଚିକିତ୍ସାଳୟ ଆଣିବା ସମୟରେ ତାଙ୍କର ପିତାଙ୍କ ଶରୀରରେ ମହାମାରୀର କୌଣସି ଲକ୍ଷଣ ନଥିଲା।ଏହା ସହିତ ସେ କୋଭିଡ ଟେଷ୍ଟ ମଧ୍ୟ କରିକି ନିଜର ପିତାଙ୍କୁ ଚିକିତ୍ସାଳୟ ଆଣିଥିଲେ ବୋଲି କହିଛନ୍ତି।ଏହା ସହିତ ସେ କହିଛନ୍ତି କି ଯଦି ତାଙ୍କର ପିତା କରୋନାରେ ପୀଡ଼ିତ ଅଛନ୍ତି ତେବେ ଏବେ ମଧ୍ୟ ଏହାର ପରୀକ୍ଷା କରାଯାଉ।ଏହା ସହିତ ସେ ବର୍ତ୍ତମାନ ନ୍ୟାୟ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *