ବିରାଜପୁର ରେ ଭାଣିଜୀଙ୍କୁ ପ୍ରେମ କରି ଛାଡି ଚାଲିଗଲେ ମାମୁଁ Jitendra,ଆଉ ଭାଣେଜୀ ମାମୁଁଙ୍କୁ ବିବାହ କରିବା ଲାଗି ଭାଣିଜୀଙ୍କ ଜିଦ,କହିଲେ ସବୁବେଳେ ରାତିରେ…

Uncategorized

ନିଜ ମାମୁଁଙ୍କୁ ବିବାହ କରିବା ଲାଗି ଜିଦ ଧରିଛି ଭାଣିଜୀ। ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭାଣିଜୀ ନିଜ ମାମୁଁଙ୍କୁ ବାହା ହେବା ପାଇଁ ଜିଦ କରୁଛନ୍ତି।ତାଙ୍କ କହିବା କଥା ଯେ,’ ମୁଁ ମୋ ମାମୁଁଙ୍କୁ ବିବାହ କରିବି।’ଏହା କୌଣସି ଚଳଚ୍ଚିତ୍ର ଡାଇଲଗ ନୁହେଁ।କିନ୍ତୁ ବାସ୍ତବରେ ଏହା ଏକ ସତ ଘଟଣା। ଯିଏ କେହି ବି ଏହି କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।

ବର୍ତ୍ତମାନ ଝିଅର ଏହି କଥା ଶୁଣି ପରିବାର ଲୋକେ ବ୍ୟସ୍ତ ହୋଇ ପଡିଛନ୍ତି। ତେବେ ଘଟଣାରେ ମୋଡ଼ ସେତେବେଳେ ଆସିଲା ଯେତେବେଳେ ପ୍ରେମିକ ମନା କରି ଦେଲେ। ଆପଣ ପ୍ରାୟତଃ ପ୍ରେମ ପ୍ରତାରଣାର ଅନେକ ଖବର ଟିଭିରେ ଡେଖୁଥିବେ ଏବଂ ସୋସିଆଲ ମିଡିଆ ଦ୍ୱାରା ଅନେକ କିଛି ଜାଣିବାକୁ ପାଉଥିବେ।

କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ନିଆରା।ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇ ଫେରାର ହୋଇଗଲେ ନିଜେ ମାମୁଁ।ଥାନାରେ ଏତାଲା ଦିଆ ଯିବା ପରେ ବର୍ତ୍ତମାନ ପୋଲିସ ମାମୁଁଙ୍କୁ ଧରିବା ଲାଗି ଚେଷ୍ଟା ଚଳାଇଛି।ଏଭଳି ଘଟଣା ଯାଜପୁର ଜିଲ୍ଲାର ବିଝାରପୁର ଗାଁ ରେ ଘଟିଛି।ଏହି ଗ୍ରାମର ଜିତେନ୍ଦ୍ର ପ୍ରଧାନଙ୍କ ନାମରେ

ଏଭଳି ଅଭିଯୋଗ ଆସିଛି। ଗୋଟିଏ ପକ୍ଷରେ ପ୍ରେମ କରି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିବା ମାମୁଙ୍କ ନାମରେ ଏତଲା ଦିଆ ଯିବା ପରେ ସେ କୁଆଡେ ଫେରାର ହୋଇ ଯାଇଛନ୍ତି।ଅନ୍ୟ ପକ୍ଷରେ ଜିତେନ୍ଦ୍ରଙ୍କ ଭାଣିଜୀ ତାଙ୍କ ମାମୁଁଙ୍କୁ ବିବାହ କରିବା ନେଇ ଜିଦ ଧରି ବସିଛନ୍ତି। ଜିତେନ୍ଦ୍ର ନିଜ ଭାଣିଜୀ ସହିତ

ଅନେକ ଦିନ ଧରି ସମ୍ପର୍କ ରଖିଥିବା ବେଳେ ବର୍ତ୍ତମାନ ଅନ୍ୟ କେଉଁଠି ବିବାହ କରିବା ନେଇ ସେ ରାଜି ହୋଇ ଯାଇଛନ୍ତି। ଏହା ତାଙ୍କ ଭାଣିଜୀଙ୍କୁ ବହୁତ କଷ୍ଟ ଦେଇଛି।ମାମୁଁ କାହିଁକି ତାଙ୍କୁ ଠକି ଦେଲେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏନେଇ ତଦନ୍ତ ଚଳାଇଥିବା ସହିତ ତାଙ୍କ ମାମୁଁ ଜିତେନ୍ଦ୍ର ପ୍ରଧାନଙ୍କୁ ଖୋଜିବା ନେଇ ଚେଷ୍ଟା ଚଳାଇଛି

Leave a Reply

Your email address will not be published. Required fields are marked *