ବିଂଝାରପୁର ରେ Bhaniji କହୁଛି ମୁଁ ମାମୁଁକୁ ବାହାହେବି,ସାରା ଘଟଣା ଜାଣିବାପରେ ଆପଣ ନିଜ ମୁଣ୍ଡରେ ହାତ ଦେଇଦେବେ…

Uncategorized

ଘଟଣାଟି ଯାଜପୁରର ବିଞ୍ଝାରପୁରୁର ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ଆରୋପ ଆଣି ମିଡ଼ିଆ ସାମ୍ନାରେ କହୁଛି କି, ଯେତେବେଳେ ମୁଁ ବଡ଼ବିଲରେ କାମ କରୁଥିଲି ସେତେବେଳେ ମୋ ସମ୍ପର୍କୀୟ ମାମୁଁ ମଧ୍ୟ ମୋ ପାଖରେ କାମ କରୁଥିଲା। ଆମେ ଦୁହେଁ ଦୁଇଟି ରୁମରେ ରହୁଥିଲି। ଦିନେ ମାମୁଁ ମୋତେ କହିଥିଲେ ସମ୍ପର୍କ ରଖିବାକୁ କିନ୍ତୁ ମୁଁ କହିଲି ମାମୁଁ ଆଉ ଭାଣିଜୀ

ହେବା ଏହା ଠିକ ହେବନାହିଁ କିନ୍ତୁ ସେ ମୋତେ ଧମକ ଦେଇଥିଲେ ତୋ ଗୋଟିଏ ବୋଲି ଭାଇ ତାକୁ ମାରିଦେବି।ଏହି ଭୟରେ ମୁଁ ତାଙ୍କ ସହ ସମ୍ପର୍କ ରଖିଲି ଓ ସେ ନିତିଦିନ ମୋ ସହ ସମ୍ପର୍କ ରଖିଥିଲେ। ଏହାପରେ ମୁଁ କାମ ଛାଡିଦେଲି ଆଉ ଘରକୁ ଚାଲିଆସିଲି କିନ୍ତୁ ଘରକୁ ଆସିବାପରେ ମଧ୍ୟ ମାମୁଁ ସୁଧୁରିନଥିଲେ

ଆଉ ମୋ ସହ ଘରକୁ ଆସି ମଧ୍ୟ ଲୁଚି ଛପି ସମ୍ଵନ୍ଧ ବନାଇଲେ। ମୋର ବିବାହ ପ୍ରସ୍ତାବ ଠିକ ହୋଇଗଲା କିନ୍ତୁ କୁଆଡୁ ଏକ ଖବର ମିଳିଥିଲା କି, ମୁଁ ମୋ ମାମୁଁ ସହିତ ସମ୍ପର୍କ ରଖିଛି ଓ ଏହାପରେ ମୋ ବିବାହ ଭାଙ୍ଗିଗଲା।ଏହାପରେ ମୁଁ ମାମୁଁଙ୍କୁ କହିଥିଲି, ମୋର ଇଜ୍ବତ ଚାଲିଗଲା ମୋତେ କେହି ବିବାହ କରିବାକୁ

ପସନ୍ଦ କରିନାହାନ୍ତି ଏବେ ତୁମକୁ ମୁଁ ବାହା ହେବାକୁ ଚାହୁଁଛି। ଏଥିରେ ମାମୁଁ ଯୁବତୀଙ୍କୁ କଥା ଦେଲେ କି, ସେ ତାଙ୍କୁ ବିବାହ କରିବେ କିନ୍ତୁ ଏବେ ଯୁବତୀ ଶୁଣିବାକୁ ପାଉଛନ୍ତି କୁଆଡେ ମାମୁଁଙ୍କ ବାହାଘର ଅନ୍ୟ କେଉଁଆଡ଼େ ଲାଗିଛି। ଏହି ଖବର ପାଇ ଯୁବତୀ ମାମୁଁଙ୍କୁ ଫୋନ ଲଗାଇଥିଲେ କିନ୍ତୁ ମାମୁଁ ଏହିସବୁ କଥାକୁ

ଖଣ୍ଡନ କରି ମିଥ୍ୟା ଅଟେ ବୋଲି କହିଥିଲେ।ଏବେ ଘଟଣାଟି ପୋଲିସ ସମ୍ମୁଖକୁ ଆସିବାପରେ ଯୁବତୀ ଘରଲୋକେ ନିଜ ସହିତ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ ଓ ଯୁବତୀ ଘର ଲୋକେ ଏବେ ଦାବି କରୁଛନ୍ତି କି, ତାଙ୍କ ଝିଅର ବାହାଘର ତା’ ମାମୁଁ ସହିତ କରାଯାଉ।

Leave a Reply

Your email address will not be published. Required fields are marked *