ଲଜ୍ଜା ନଥିଲେ ଏମିତି କରନ୍ତି,TUNGURU ବର୍ଷା ଉପରେ ବର୍ଷିଲେ ବ୍ୟୋମକେଶ ତ୍ରିପଠୀ ଆଉ କହିଲେ ତାଙ୍କ ଦୁଇଜଣ ଙ୍କ ପାଇଁ…ଦେଖନ୍ତୁ Video

Uncategorized

ପ୍ରସିଦ୍ଧ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଭୋଳ ପ୍ରେମ କାହାଣୀ ବିଷୟରେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ନିଜର ମତ ରଖିଛନ୍ତି ଏବଂ କହିଛନ୍ତି କି ସେ ଦୁଇ ଜଣଙ୍କ ମୁହଁରେ ଲାଜ ନାହିଁ ବୋଲି ସେ ଏପରି ହେଉଛନ୍ତି।ଲଜ୍ୟା ଏହା କେବଳ ନାରୀର ଅଭୁଷଣ ନୁହେଁ ବରଂ ପୁରୁଷର ଆଭୂଷଣ ମଧ୍ୟ।ତେଣୁ ଯେଉଁ ମାନଙ୍କ ଦେହରେ ଲଜ୍ୟା ଥାଏ ସେ ଏପରି ହୁଅନ୍ତି ନାହିଁ କୌଣସି ଜ୍ଞାନୀ ଲୋକ

କେବେବି ନିଜର ଏମିତି ମତ ରଖିବେ ନାହିଁ।ରାଜା ପୂଜା ପାଏ ନିଜ ଦେଶରେ ଏବଂ ବିଦ୍ୱାନ ପୂଜା ପାଏ ସାରା ବିଶ୍ୱରେ ।ସ୍କୁଲ ଆମକୁ ଶିକ୍ଷା ଦେଇଥାଏ କିପରି ନିଜର ପେଟ ପୋଷିବା ପାଇଁ ଆଉ ସମାଜ ଆମକୁ ଶିକ୍ଷା ଦେଇଥାଏ ସମାଜରେ କିପରି ବଞ୍ଚିବା ପାଇଁ,କିଏ ଏହି ଶିକ୍ଷାକୁ ଗ୍ରହଣ କରିଥାଏ ଯିଏ ପାଠ ପଢ଼ିଥାଏ।

ତେଣୁ ଯିଏ ଜ୍ଞାନୀ ସେ କେବେବି ଏଭଳି ବ୍ୟବହାର କରିବ ନାହିଁ।ଆପଣ ନିଜେ ଦେଖନ୍ତୁ ଆପଣ ଘରେ ଖାଲି ଦେହରେ ବୁଳୁଥିବେ ଅତିଥି ଘରକୁ ଆସିବା ମାତ୍ରେ ଆପଣ ବସ୍ତ୍ର ପିନ୍ଧି ଦିଅନ୍ତି କାରଣ ଆପଣ ଜାଣିଛନ୍ତି ଲଜ୍ୟା କଣ ।ଏକ ମହିଳା ଯିଏ କି ନାଇଟୀ ପିନ୍ଧି ଘରେ ଥିବେ ଅତିଥି ଆସିବା ମାତ୍ରେ ସଙ୍ଗେ ସଙ୍ଗେ ସଲୱର

କିମ୍ବା ଓନି ପକାଇ ଦିଅନ୍ତି କାରଣ ସେମାନେ ଜାଣିଛନ୍ତି ଲଜ୍ୟା କଣ।ଏମାନଙ୍କ ପାଖରେ ତ ଲଜ୍ୟା ନାହିଁ ଏମାନେ ତାହା ଜାଣିବେ କିପରି।ଏମାନେ ଉଡା ଚଢେଇ ଏବେ ଉଡ଼ି ଉଡ଼ି ସୋସିଆଲ ମିଡିଆକୁ ଆସିଛନ୍ତି ଉଡ଼ି ଉଡ଼ି ପଲେଇବେ।କିନ୍ତୁ ମୁଁ କେବଳ ଗଣ ମାଧ୍ୟମ ବାଲା ଙ୍କୁ ଏତିକି କହିବାକୁ ଚାହୁଁଚି କି ଆପଣ କୌଣସି

ଖବର ପ୍ରକାଶ କରିବା ଆଗରୁ ଦେଖନ୍ତୁ କି ସେହି ଖବର ଦ୍ଵାରା ସମାଜରେ କି ପ୍ରଭାବ ପଡୁଛି ତାହା ପରେ ତାକୁ ପ୍ରସାର କରନ୍ତୁ କାରଣ ବର୍ତ୍ତମାନ ଅନଲାଇନ୍ ଯୁଗ ଛୋଟ ଛୋଟ ପିଲାଙ୍କ ପାଖରେ ଲକ୍ ଡାଉନ୍ କାରଣରୁ ମୋବାଇଲ ଅଛି ଆଉ ଏବେ ସବୁ ଜିନିଷ ଅନଲାଇନ୍ ମିଳୁଛି ଆପଣ ଏହି ସବୁ ଖବର ସୋସିଆଲ

ମିଡିଆରେ ଆଉ ଗଣ ମାଧ୍ୟମରେ ପ୍ରକାଶ କରିବା ଦ୍ଵାରା ଏହାର ଖରାପ ପ୍ରଭାବ ପିଲା ମାନଙ୍କ ଉପରେ ପଡୁଛି।ମୋ ପିଲା ଯେମିତି ଆପଣଙ୍କ ପିଲା ମଧ୍ୟ ସେମିତି ତେଣୁ ଏପରି ଖବର ପ୍ରକାଶ କରିବା ଆଗରୁ ଧ୍ୟାନ ରଖନ୍ତୁ।

Leave a Reply

Your email address will not be published. Required fields are marked *