DEEPIKA କହିଲେ ମୋ ଟଙ୍କାରେ ଦୀନେଶ ମତେ ବୁଲେଇଛି,ମୋ ପଇସା ରେ ବୁଲୁ ବୁଲି ସବୁଆଡେ ମତେ ସେ…

Uncategorized

ମିଡିଆ:ଯେତେବେଳେ ଆପଣ ହୋଟେଲ ରେ ରହିଥିଲେ କି ବିଭିନ୍ନ ଯାଗାକୁ ଆପଣ ଯାଆନ୍ତି ସପିଙ୍ଗ କରିବାକୁ ସେତେବେଳେ ଖର୍ଚ୍ଚ କିଏ କରେ?ଦୀପିକା:ମୁଁ।ମିଡିଆ: ଆରାଉଣ୍ଡ କେତେ ଖର୍ଚ୍ଚ ହେଉଛି?ଦୀପିକା:ଅରାଉଣ୍ଡ ୪ ଲକ୍ଷ ୫୦ ହଜାର ଖର୍ଚ୍ଚ ହେଇଛି ମୋର।କାରଣ ଯଦି ଆମେ ଗୋଟେ ଜାଗାରେ ରହିଲୁ ତାହେଲେ ୧୦ ହଜାର ଲେଖାଏଁ ଗୋଟେ ଗୋଟେ ରୁମ କାରଣ ଆପଣ ଭାବି ପାରୁଥିବେ

ମେ ଫେୟର ରେ ଗୋଟେ ନାଇଟ ସ୍ପେଣ୍ଡ କରିବ ଗୋଟେ ଦିନ ରୁ ରାତି ରୁମ ଭଡ଼ା ତାହାର ୧୦ ହଜାର ଖାଇବା ପିଇବା ସବୁ ସହିତ।ଆଉ ତାଛଡା ଅଲଗା ଜିନିଷ ବି ଅଛି।ତ ସେଥି ଯୋଗୁଁ ମୁଁ ଆପଣଙ୍କୁ କିଛି ଟା ବିଲ କାରଣ ସବୁ ତ ନାହିଁ,ମୋ ପାଖରେ ଯେତିକି ଟା ଅଛି ମୁଁ ଆପଣଙ୍କୁ ଶୋ ଆଉଟ କରିବି।ମିଡିଆ:ଦିନେଶ ତ ବଡ଼ ଘରର ପିଲା ସେ ଖର୍ଚ୍ଚ କରନ୍ତିନି ଆପଣ ଖର୍ଚ୍ଚ କରନ୍ତି

ବଡ଼ ଘରର ପିଲା ହେଲେ କଣ ହେବ?ସେ କଣ ତା ମା ବାପା ଏତିକି ଟଙ୍କା ଦେଇକି ପଠେଇ ଥାଉଛନ୍ତି ନା କଣ.. ,ନା ଚାକିରି କରୁଥିଲା କଉଠି ନା ବିଜନେସ ରେ ଥିଲା କଉଠି?ସେ ପାଠ ପଢୁଥିଲା,ପାଠ ପଢ଼ୁଥିଲା ତ ତା ମା ବାପା ଯଦି ଏତେ ପଇସା ଦେଉଥାନ୍ତେ ତାହେଲେ ସେ ଆସିକି ମୋ ଘର ଆଗରେ ଧାରଣାରେ ବସି ଥାନ୍ତା ମୁଁ ବସି ନଥାନ୍ତି ବଧେ ଏଇଠି।

ମିଡିଆ:ସାଇ ଲୋକ ଏଠି ଏବେ ଚୁପ ଅଛନ୍ତି କାରଣ ମିଡିଆ ସାମ୍ନାରେ କିଛି କହୁ ନାହାନ୍ତି।ସେଇଟା ତାଙ୍କ ପ୍ରୋବ୍ଲେମ ତାଙ୍କର ପରିବାର ଅଛନ୍ତି ଯିଏ ଯାହା ଘରେ ଅଛନ୍ତି ବଡ଼ ଘରର ଲୋକ ସେମାନେ।ଯେହେତୁ ମତେ ହେଲ୍ପ କରୁଛନ୍ତି ମତେ ସେତିକି ହିଁ ଦରକାର।କିନ୍ତୁ କାହିଁକି କରୁ ନାହାନ୍ତି ସେଇଟା ତାଙ୍କେ ହିଁ ଜାଣିବେ।

ମିଡିଆ:ହୋଟେଲ ରେ ରହିବାର ଆପଣଙ୍କ ପାଖରେ କିଛି ପ୍ରମାଣ ପତ୍ର ଅଛି?ଦୀପିକା:ହଁ ଅଛି କାହିଁକି ନାହିଁ,ମୋ ପାଖରେ ଯାହା ଅଛି ତାହା ଆପଣଙ୍କୁ ମୁଁ ଶୋ ଆଉଟ କରିବି,ଆଉ ଜଉ ଟିକେଟ ଫ୍ଲାଇଟ ଅଛି ତା ନାଁରେ ମୋ ନାଁରେ ସେଇଟା ଆମେ ଯାଇଥିଲୁ।ଭିଡିଓ ବି ଯଦି ଆପଣ ଚାହିଁବେ ତାହେଲେ ଭିଡିଓ ବି ଦେଇଦେବି।

ମିଡିଆ:ପ୍ରାୟ କେତେଥର ବାହାରକୁ ଯାଇଛନ୍ତି?ଦୀପିକା: ବହୁତ ଥର ଯାଇଛୁ ସେଇଟା ଅନକାଉଣ୍ଟେବୁଲ। ବହୁତ ଥର ଯାଉଥିଲୁ କାହିଁକି ନା ସାମାନ ଆଣିବାକୁ ଯାଉଥିଲୁ ବୁଲିବାକୁ ଯାଉଥିଲୁ।ବୁଲିବା ତ କମନ ଗୋଟେ ବିଏଫ ଆଉ ଜିଏଫ ଭିତରେ।ମୁଁ ପରେଗ୍ନେସି ପରେ ଜାଣିଲି ଦିନେଶ ମତେ ଭଲ ପାଉଥିଲା ନା ମୋ ଶରୀରକୁ ଭଲ ପାଉଥିଲା?ମିଡିଆ:ଦିନେଶ ତମକୁ ଭଲ ପାଉଥିଲା ନା ତମ ଶରୀରକୁ? ଓବିଅସଲି ମୋ ଶରୀରକୁ ଭଲ ପାଉଥିଲା।

Leave a Reply

Your email address will not be published. Required fields are marked *