କଉଠି ମିଟିଂକି କଉଠି ନେତା ମନ୍ତ୍ରୀ ପ୍ରୋଗ୍ରାମ ହେଲେ ଯିବୁ,ନହେଲେ ଯିବୁନି।ସେ ତାକୁ ଫୋନ କରିକି ଡାକୁଛି ୟେ ବି ତାକୁ ଫୋନ କରି ଡାକୁଛି।ତାପରେ ଏମାନେ ସାଙ୍ଗ ହେଇକି ଯାଉଛନ୍ତି।ଆଉ ରବି କହୁଛି ଭଲ ସେକ୍ସି ଡ୍ରେସ ପିନ୍ଧିକି ଆସିବୁ ଭଲ ପଇସା ଇନକମ ହେବ।
ମା ଉଦ୍ଧାର ଦେଇଛି ଆଉ ମୋ ସ୍ତ୍ରୀ ମଧ୍ୟ ଆନମନାର ସେ ଫୋକସ ପ୍ଲସ ଆଞ୍ଚଳିକ ଖବରରେ ରିପୋର୍ଟର ଥିଲା,ସେ ଯେବେଠୁ ସାମ୍ବାଦିକ ହେଲାଣି ସେବେଠୁ ଘରେ ପିଟା ମାରା କରୁଛି ଆଉ ଜଉ ରବି ସେଠ ଅଛି ରିପୋର୍ଟର ତା ସାଙ୍ଗରେ ଯାଇ ବିଭିନ୍ନ ଜାଗାରୁ ଯାଇ ପଇସା ମାଗୁଛି ବଟି ମାଗୁଛି।
ବିଭିନ୍ନ ଜାଗାରୁ ଯାଇକି ମାଗୁଛନ୍ତି ମତେ ବି ମୋ କାରରେ ଯାଇକି ମୋ ସାଙ୍ଗରେ ଯାଇକି। ସେ କଉ ଚ୍ୟାନେଲରେ ଅଛନ୍ତି?ସେ ଫୋକସ ପ୍ଲସ ରେ ଅଛି ଆଜ୍ଞା।ତାଙ୍କ ପରିଚୟ କଣ?ସେ ଜଣେ ରିପୋର୍ଟର।
ବଟି କଉଠୁ ମାଗନ୍ତି?ସବୁ ଆଡୁ ସବୁ ଜାଗାରୁ ଭୁବନେଶ୍ୱରରେ ମାଇନ୍ସ ଅଫିସ ପାଖକୁ ଯାଆନ୍ତି,ଡେରା ଅଫିସ କୁ ଯାଆନ୍ତି,ବାଟ ଘାଟରେ ଲୋକ ଦେଖିଲେ ମାଗନ୍ତି।ସମସ୍ତଙ୍କୁ ମାଗନ୍ତି।ଆଜି ଆପଣଙ୍କର କଣ ପାଇଁ ଅଭିଯୋଗ ରହିଲା? ଆଜ୍ଞା ମୋତେ ଯେତେବେଳେ ସେ ବାଡେଇଲା ମୁଁ ତାକୁ ମନା କଲି ବାରମ୍ବାର ହେଲେ ସେ ମାନିଲା ନାହିଁ।
ଯେହେତୁ ମାନିଲା ନାହିଁ ,ଯଦି ନମାନିଲା ଘର କଥାକୁ କଣ ପାଇଁ ବାହାରେ ପକେଇବି ତେଣୁ ତା ମାଲିକକୁ ଜଣାଇଲି ଯେହେତୁ ସେ କିଛି ଷ୍ଟେପ ନେଲେ ନାହିଁ।ତାଙ୍କ ମାଲିକଙ୍କ ନାମ ହେଉଛି ସୁଧାଂଶୁ ଶେଖର ରାୟ ତାଙ୍କ ସମ୍ପାଦକ ଭୁବନେଶ୍ୱର।
ମୁଁ ସାର ନ୍ୟାୟ ଚାହୁଁଛି ମୋର ଦି ବର୍ଷର ଗୋଟେ ଛୁଆ ଅଛି ତାର ଲାଇଫ ବର୍ବାଦ ହଉଛି।ମତେ ଧମକୀ ଦଉଛି ତତେ ଜୀବନରୁ ମାରି ଦେବି ଥାନା ମୋର ପୋଲିସ ମୋର ଆଇ ଆଇ ସି ମୋର ସବ କଲେକ୍ଟର ମୋର।
ଆଉ ତାକୁ ସକାଳେ କଲ କରୁଛି ସେ ଗୋଟେ ସ୍କୁଟି କିଣି ଦେଇଛି ତାହାରି ନାଁରେ ସ୍କୁଟି ଅଛି,ସେ ସ୍କୁଟି ଧରିକି ଆସୁଛି ସବ କଲେକ୍ଟର ଅଫିସକୁ ଆଉ ଦିଜଣ ଯାଇକି ବାହାରେ ଏଇରା ବାରମ୍ବାର କରୁଛନ୍ତି।