ଏହି ପାଞ୍ଚଟି ନାମର ଝିଅ ହୋଇଥାଆନ୍ତି Ganga ଭଳି ପବିତ୍ର, ଜାଣିନିଅନ୍ତୁ ଏହି ମାନକ ବିଷୟରେ ବଡ କଥା…

ପୂର୍ବକାଳରୁ ଏହା ଆମେ ଶୁଣି ଆସୁଛେ କି, ଝିଅଙ୍କୁ ବୁଝିବା ବହୁତ ମୁସ୍କିଲ ଅଟେ। ଗୋଟିଏ ଝିଅର ମନରେ କଣ ଚାଲୁଛି ଏହିକଥା କେହି କହି ପାରିବେନାହିଁ। ଝିଅଟି ଗୋଟିଏ ବିଷୟକୁ ନେଇ କେଉଁ ପ୍ରତିକ୍ରିୟା ଦେବ ଏହା କେହିବି ପୂର୍ବାନୁମାନ କରି ପାରିବେନାହିଁ। ଝିଅ ଓ ନାରୀ ମାନେ ବୁଝିବାକୁ ଏତେ କଷ୍ଟ ହୋଇଥାଆନ୍ତି ଯେ, ଶେଷରେ ଭଗବାନ ମଧ୍ୟ

ଏଥିରେ ହାର ମାନିଛନ୍ତି ତ ସାଧାରଣ ମଣିଷ ତାଙ୍କ ସାମ୍ନାରେ କଣ। ଆଜି ଆମେ ସେହିପରି କିଛି ଝିଅ ମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ବହୁତ ପବିତ୍ର ଓ ଭରସା ଯୋଗ୍ୟ ହୋଇଥାଆନ୍ତି। ଆସନ୍ତୁ ସେହିପରି ଝିଅଙ୍କୁ ଏହି ଆର୍ଟିକଲ ମଧ୍ୟରେ ଜାଣିବା।

ଯେଉଁ ଝିଅର ନାମ ‘B’ ଅକ୍ଷରରୁ ଆରମ୍ଭ ହୋଇଥିବ ଏହିପରି ଝିଅ ପାଣି ଭଳି ନିର୍ମଳ ଓ ଗଙ୍ଗା ଭଳି ପବିତ୍ର ହୋଇଥାଆନ୍ତି। ଯେକୌଣସି ପରିସ୍ଥିତିରେ ଏମାନେ ନିଜ ପାର୍ଟନରଙ୍କୁ ଧୋଖା ଦେଇନଥାନ୍ତି। ସେମାନଙ୍କ ସହିତ ସାରା ଜୀବନ ଏମାନେ ରହିଥାନ୍ତି।

ଯେଉଁ ଝିଅର ନାମ ‘N’ ଅକ୍ଷରରୁ ଆରମ୍ଭ ସେହି ଝିଅ ମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାଆନ୍ତି ଓ ଏମାନେ ନିଜ ଜୀବନସାଥି ର ସର୍ବଦା ମଙ୍ଗଳ ଚାହିଁଥାନ୍ତି। ସେମାନେ ଏମିତି କିଛିବି କାମ କରନ୍ତିନାହିଁ ଯେଉଁଥିରେ କି, ତାଙ୍କ ପାର୍ଟନର ମନକୁ କଷ୍ଟ ଦେବ।

ଯେଉଁ ଝିଅର ନାମ ‘P’ ଅକ୍ଷରରୁ ଆରମ୍ଭ ଥାଏ, ଏହିପରି ଝିଅମାନେ ସମ୍ପର୍କକୁ ଭଲ ଭାବରେ ବାନ୍ଧି ରଖିବାର କଳା ଜାଣିଥାନ୍ତି। ଏମାନେ ପ୍ରତ୍ୟେକ ବ୍ୟକ୍ତିର ଭାବନାକୁ ଭଲ ଭାବରେ ବୁଝନ୍ତି ଓ ସେମାନଙ୍କ ସହିତ ମିଠାମିଠା କଥା କୁହନ୍ତି।

ଯେଉଁ ଝିଅର ନାମ ‘S’ ଅକ୍ଷରରୁ ଆରମ୍ଭ ସେମାନେ ଟିକେ ଲାଜକୁଳା ସ୍ଵଭାବର ହୋଇଥାଆନ୍ତି ଓ ନିଜ ପରିବାରକୁ ସର୍ବଦା ଖୁସି ରଖିବାକୁ ଚେଷ୍ଟା କରିଥାଆନ୍ତି।ଯେଉଁ ଝିଅର ନାମ ‘M’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହିପରି ଝିଅ ବହୁତ ଶାନ୍ତ ଓ ଧୀର ଶବ୍ଦରେ କଥାବାର୍ତ୍ତା ହୋଇଥାଆନ୍ତି। ଯେଉଁଥିପାଇଁ ସମସ୍ତେ ତାଙ୍କୁ ଭଲ ପାଇଥାନ୍ତି।

Leave a Reply

Your email address will not be published. Required fields are marked *