ଏମିତି ଅର୍ଚ୍ଚନା Lageithila ବେଡ ରୁମ ସିକ୍ରେଟ କ୍ୟାମେରା,ଗୋଟେ ଗୋଟେ କରି ସବୁ ସ୍ଵେଦ ରୁ ଚାଲିଥିଲା ଜୋରଦାର ସୁଟିଂ କି…

Uncategorized

ଏଇ ହେଉଛି ଅର୍ଚ୍ଚନା ବେଡରୁମ ଭଳି ଏକ ଚିତ୍ର ଯେଉଁଥିରେ ଆମେ ଜାଣିବା କିଭଳି ଗୁପ୍ତ କ୍ୟାମେରା ଲଗାଉ ଥିଲା ଅର୍ଚ୍ଚନା।ଆଉ ବେଡ ରୁମରେ କିଭଳି ଭାବେ ଲାଇଟ ଜଳୁଛି ତାହା ବି ଦେଖନ୍ତୁ।ଏହି ବେଡ ରୁମରେ ଲାଗିଛି ୮ଟି କ୍ୟାମେରା ଯାହା କି ଖାଲି ଆଖିରେ ଆପଣ କିଛି କିଛି ଦେଖି ପାରିବେ।ଆଜି ଆମେ ଜାଣିବା ସେହି ୮ଟି କ୍ୟାମେରାର ଲୋକେସନ।

ଏହା ହେଉଛି ବେଡର ପୁରା ଉପରି ଭାଗ।ଏହି ସମାନ ବେଡ ବ୍ୟବହାର କରୁଥିଲା ଅର୍ଚ୍ଚନା। ଦେଖନ୍ତୁ କିଭଳି ଭାବେ ଲାଗିଛି ଏହି କ୍ୟାମେରାଟି।ଆଉ ଗୋଟିଏ କ୍ୟାମେରା ଯାହା ଲାଗିଛି ଏକ ଉଚ୍ଚ ଅଙ୍ଗେଲରେ।ଏହି କ୍ୟାମେରାକୁ ଆପଣ ଦେଖିବାକୁ ଚେଷ୍ଟା କରନ୍ତୁ।ଏହା ଏହି ଭଳି ଛୋଟ ଛୋଟ କ୍ୟାମେରା ଯାହାକୁ ଜାଣିବା

ପାଇଁ ଲାଇଟ ଦରକାର।ନହେଲେ ଏହି କ୍ୟାମେରା ଏହି ଭଳି ରହେ।ଏହି କ୍ୟାମେରା ଏତେ ଛୋଟ ଯେ ଆପଣ ଜାଣି ହିଁ ପାରିବେ ନାହିଁ ଯେ ଏହି ଜାଗାରେ କ୍ୟାମେରା ଲାଗିଛି।ଖାଲି ସେତିକି ନୁହେଁ।ଛତାର ସିଲିଂରେ ବି ଲାଗିଛି ଗୋଟିଏ ଗୁପ୍ତ କ୍ୟାମେରା।ଯେଉଁ କ୍ୟାମେରା ଯୁବକ ଯୁବତୀ ଯେତେବେଳେ ରଖୁଥିଲେ

ତାର ଟପ ଅଙ୍ଗେଲର ସଟ ଦେଖାଇବ।ଆଉ ଏପଟେ ଖରାପ ପାଖରେ ଲାଗିଛି ଗୋଟିଏ କ୍ୟାମେରା।ଆଉ ଗୋଟିଏ ମଧ୍ୟ ଝରକା ସ୍କ୍ରିନରେ ଲାଗିଛି।କିଭଳି ଡୋର ସ୍କ୍ରିନ ଭିତରେ ଏହି କ୍ୟାମେରା ଫିଟ ହୋଇଛି।ଉପରେ ଲାଇଟ ପାଖରେ ବି ଗୋଟିଏ ପ୍ରକାରର କ୍ୟାମେରା ଲାଗିଛି।ଯାହା ବି ସବୁ କିଛି ରେକର୍ଡ କରୁଛି।

ଆଉ ପୁଣି ଏପଟେ ଦର୍ପଣ ପାଖରେ କିଭଳି ଭାବେ ଏକ ଗୁପ୍ତ କ୍ୟାମେରା ଲାଗିଛି।ଆଉ ଏହି କ୍ୟାମେରା ସବୁ କିଛି ରେକର୍ଡ କରୁଛି ଯାହା ଯାହା ଆଜି ରୁମରେ ଘଟି ଚାଲିଛି। ଠିକ ଏହି ଭଳି ଭାବେ କ୍ୟାମେରା ଲଗାଇ ଥିଲା ଅର୍ଚ୍ଚନା।ଆଉ ଯେଉଁ କ୍ୟାମେରାରେ ଫସୁଥିଲେ ଅନେକ ସାରା ନେତା,ଅଭିନେତା

ଫିଲ୍ମ ପ୍ରଯୋଜକ,ସୁନା ଦୋକାନୀ ଆଉ ତା ସହିତ ବଡ଼ ବଡ଼ ବିଲଡର।ଯେଉଁ ମାନେ ରୁମରେ ଅତ୍ୟଧିକ ମଦ ପାନ କରୁଥିଲେ।ଆଉ ତା ସହିତ ଯୁବତୀଙ୍କୁ ଧରି ରଖୁଥିଲେ।ଏହି ସବୁ ଜିନିଷ ରେକର୍ଡ କରୁଥିଲେ ଅର୍ଚ୍ଚନା।ଯେତେବେଳେ ସେ ଅତ୍ୟଧିକ ମଦ୍ୟ ପାନ କରୁଥିଲେ ସେ ଜାଣି ପାରୁ ନଥିଲା କି

ଏହି ରୁମରେ ଅନେକ ସିକ୍ରେଟ କ୍ୟାମେରା ଲାଗିଛି।ତାର ସବୁ ହରକତକୁ କ୍ୟାମେରା ରେକର୍ଡ କରୁଥିଲା।ତେବେ କେବଳ ଅର୍ଚ୍ଚନା ରୁମ ନୁହେଁ ଅନେକ ସାରା ହୋଟେଲରେ ବି ଏହି ଭଳି କ୍ୟାମେରା ଲାଗିଥାଏ।ଯାହା କି ଲୋକଙ୍କୁ ଫସାଇବା ପାଇଁ ଥାଏ।

Leave a Reply

Your email address will not be published. Required fields are marked *