ଝିଅ ଆପଣଙ୍କୁ ପସନ୍ଦ କରୁଛି ନା ନାହିଁ କେମିତି ଜାଣିବେ,choice କରୁଛି ନ ନାହିଁ କିପରି ଜାଣିବେ..

Uncategorized

ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଝିଅ ଆପଣଙ୍କୁ ପସନ୍ଦ କରୁଛି କି ନାହିଁ ବୋଲି।ବନ୍ଧୁଗଣ ଆମେ ଯେତେବେଳେ ଗୋଟେ ଝିଅ କୁ ଭଲ ପାଉ ଆଉ ତାର ଇଶାରା ଆମେ ବୁଝିପାରୁନାହେଁ କି ସେ ଆମକୁ ପସନ୍ଦ କରୁଛି ନା ନାହିଁ।ଆଉ ଆମେ ତା ପଛରେ ପଡ଼ିଥାଉ।ଆଉ ତାକୁ ଯେତେବେଳେ ଆମେ ଯାଇ ପ୍ରୋପୋଜ କରୁ ସେ ସିଧା ମନା କରିଦେଇଥାଏ।ଆଉ କିଛି ଏମିତି କଥା କୁହେ ଯାହାଦ୍ଵାରା ଆମର ମନ ଦୁଃଖ ହୋଇଯାଏ।

ବନ୍ଧୁଗଣ ଯଦି ଆମେ ତାହାର ସବୁ ଇଶାରା ବୁଝିପାରିବା ଏବଂ ଜାଣି ପାରିବା ସେ ଝିଅ ଆମକୁ ପସନ୍ଦ କରୁଚି କି ନାହିଁ ସେତେବେଳେ ଆମେ ତାକୁ ବହୁତ ଭଲରେ ପଟେଇ ପାରିବା।ଆପଣ ଯେତେବେଳେ ଯାଉଥିବା ଏକା ଏକା ଆଉ ସେ ଝିଅ ମଧ୍ୟ ଆସୁଥିବ ଆଗରୁ ଆଉ ଆପଣଙ୍କୁ ଆଖିରେ ଆଖି ମିଶାଇ ଦେଖୁଥିବ

ଆଉ ସେ କିଛି ହସୁ ନଥିବ । ବନ୍ଧୁଗଣ ଏମିତି ଯଦି ହେଉଛି ସେ ଝିଅ ଆପଣଙ୍କୁ ପସନ୍ଦ କରୁନାହିଁ।ବନ୍ଧୁଗଣ ଯଦି ଆପଣ ଝିଅ କୁ କିଛି ବି କହୁଛନ୍ତି ଆଉ ତାକୁ ଆପଣଙ୍କର କଥା ଭଲ ଲାଗୁ ନାହିଁ ତେବେ ବୁଝି ଯାଆନ୍ତୁ ଯେ ସେହି ଝିଅ ଆପଣଙ୍କୁ ପସନ୍ଦ କରୁ ନାହିଁ।ଆପଣ ଙ୍କୁ ଯେଉଁ ଝିଅ ପସନ୍ଦ କରୁଥିବ ଆପଣ

ତାକୁ ଛୋଟ ସାହାଯ୍ୟ ଗୋଟେ କଲେ ମଧ୍ୟ ସେ ଆପଣଙ୍କୁ ଧ୍ୟନ୍ୟବାଦ ଜଣାଇବ।ଆପଣଙ୍କୁ ଝିଅ ଯଦି ପସନ୍ଦ କରୁନଥିବ ତେବେ ଆପଣ ତାକୁ ଯେତେ ଭଲ ପାଇଲେ ମଧ୍ୟ ଯେତେ ସାହାଯ୍ୟ କରିଲେ ମଧ୍ୟ ସେ ଆପଣଙ୍କୁ ଦେଖି ହସିବ ମଧ୍ୟ ନାହିଁ।ଆପଣଙ୍କ ପାଖରେ ଯଦି ଝିଅର ମୋବାଇଲ ନମ୍ବର ରହିଛି

ଏବଂ ଆପଣ ତାକୁ ମେସେଜ କରିଲେ ସେ କିଛି ଉତ୍ତର ଦେଉ ନାହିଁ।ତାହେଲେ ସେହି ଝିଅ ଆପଣଙ୍କୁ ପସନ୍ଦ କରୁ ନାହି।ଆଉ ସେ ଝିଅ କୁ ଯଦି ଆପଣ ଦେଖା କରିବାକୁ ଯାଉଛନ୍ତି ଏବଂ ସେ ଝିଅ ଆପଣଙ୍କୁ ନ ଦେଖି ଅଣଦେଖା କରି ଚାଲି ଯାଉଛି ତେବେ ବୁଝି ଯାଆନ୍ତୁ ଯେ ସେହି ଝିଅ ଆପଣଙ୍କୁ ଭଲ ପାଉ ନାହିଁ।ତେବେ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦିଅନ୍ତୁ,ଆଗ କ୍ୟାରିୟର ଗଢ଼ନ୍ତୁ, ବାପା ମାଆଙ୍କ ସ୍ୱପ୍ନ ପୁରା କରନ୍ତୁ

Leave a Reply

Your email address will not be published. Required fields are marked *