ଅଦାର ପାଣି ପିଇବାର ଫାଇଦା, ଜଡରୁ ଶେଷ ହୋଇଯାଏ ବହୁତ ସାରା ରୋଗ, ଆଜି ହିଁ ଜାଣିନିଅନ୍ତୁ ଏହାର ଲାଭ ବିଷୟରେ…

ଅଦାର ପାଣି ପିଇବାର ଫାଇଦା ଅଧିକାଂଶ ଭାରତୀୟ ଘରରେ ଅଦାର ଚାହାରେ ବହୁତ ପସନ୍ଦ କରାଯାଏ , ଚାହା ଛଡା ମସଲା ରୁପରେ ବି ଅଦାକୁ ବ୍ୟବହାର କରାଯାଏ , ଅଦାର ବ୍ୟବହାର ଆମେ ସମସ୍ତେ ନିଜ ଘରେ କରିଥାନ୍ତି, କିଛି ଲୋକ ଏହାର ବ୍ୟବହାର ମସଲା ରୁପରେ କରିଥାନ୍ତି , ତ କିଛି ଲୋକ ଗାର୍ନିଶିଙ୍ଗ୍ କରିବାପାଇଁ କରିଥାନ୍ତି , ଅରୋମା ଓ ଫ୍ଲେବର୍ ରୁ ଖାଇବାର ସ୍ୱାଦ ବଢିଯାଏ , ଅଦାରେ ଆଣ୍ଟି ବ୍ୟାକ୍ଟେରିଆଲ୍, ଆଣ୍ଟି ଫଙ୍ଗଲ୍, ଓ ଆଣ୍ଟି ଇମ୍ପେଲମେଟ୍ରୀ ତତ୍ତ୍ୱ ମିଳିଥାଏ, ଯାହା ଶରୀରକୁ ସୁସ୍ଥ୍ୟ ବନାଇରଖେ ।ଯଦି ଆପଣ ସବୁବେଳେ ସୁସ୍ଥ୍ୟ ରହିବାକୁ ଚାହୁଁଛନ୍ତି ତେବେ ଆପଣ ଅଦାର ପାଣି ସେବନ କରନ୍ତୁ, ଏହା ପାଇଁ ଏକ କପ୍ ପାଣିରେ ଅଦାର ଏକ ଛୋଟ ଖଣ୍ତ ପକାଇକରି କମ୍ ସେ କମ୍ ୫ ମିନିଟ୍ ସିଝାନ୍ତୁ, ଓ ତାପରେ ଥଣ୍ତା ହେବାପରେ ପିଇନିଅନ୍ତୁ

୧-ଓଜନ କମାଇବାରେ ଅଟେ ସାହାଯ୍ୟକାରୀ- ଅଦାର ପାଣି ପିଇଲେ ଶରିରରୁ ମେଟାବଲିଜିମ୍ ଠିକ୍ ରହିଥାଏ, ଏହି ପାଣିକୁ ନିୟମିତ ରୁପରେ ସେବନ କରିଲେ ଶରିରରେ ଅତିରିକ୍ତ ଫ୍ୟାଟ୍ ଜଲଦି ବର୍ଣ୍ଣ ହୋଇଯାଏ , ଓ ଓଜନ କମ୍ ହେବାକୁ ଲାଗେ ।

୨) ରୋଗ୍ ପ୍ରତିରୋଧକ କ୍ଷମତା ବଢାଏ – ଅଦାର ପାଣି ପିଇଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ, ସବୁଦିନ ଏହି ପାଣିର ଅଭ୍ୟାସ ଆପଣଙ୍କୁ ଥଣ୍ତା ଜ୍ୱର ଓ ଭାଇରାଲ୍ ଇନଫେକ୍ସନ୍ ପରି ରୋଗରୁ ରକ୍ଷା କରେ, ଏହା ଛଡା ଏହା କଫର ସମସ୍ୟା କୁ ବି ଦୁର କରେ ।

୩) ତ୍ୱଚାକୁ ସୁସ୍ଥ୍ୟ ବନାଇ ରଖେ- ଏହାକୁ ସବୁଦିନ ପିଇଲେ ଶରୀରରୁ ହାନିକାରକ ଟକ୍ସିନ୍ ବାହାରିଯାଏ , ଏହାର ପାଣିରୁ ରକ୍ତ ସଫା ହୁଏ , ଓ ତ୍ୱଚା ସୁସ୍ଥ୍ୟ ରହେ , ଏତିକି ନୁହେଁ ବ୍ରଣ ଓ ସ୍କିନ୍ ଇନଫେକ୍ସନ୍ ବିପଦ ଦୁର ହୋଇଥାଏ ।

୪) ପୀଡାରୁ ମିଳିଥାଏ ମୁକ୍ତି- ଅଦାର ପାଣି ପିଇଲେ ବ୍ରେନ୍ ସେଲ୍ସ ରିଲାକ୍ସ ହୋଇଯାଏ , ଓ ମୁଣ୍ତବିନ୍ଧାରୁ ମୁକ୍ତି ମିଳିଥାଏ, ସବୁଦିନ ଏହାର ପାଣି ପିଇଲେ ଶରୀରରେ ବ୍ଲଡ୍ ସର୍କ୍ୟୁଲେସନ୍ ଠିକ୍ ହୋଇଥାଏ , ଓ ମାଂସପେଶୀରେ ହେଉଥିବା ପୀଡାରୁ ମୁକ୍ତି ମିଳେ ।

୫) ପାଚନ କ୍ରିୟାକୁ ସୁଧାରିଥାଏ- ଅଦାର ପାଣି ପିଇଲେ ଶରୀରରେ ଡାଇଜେଷ୍ଟିବ୍ ଜୁସ୍ କୁ ବଢାଇଥାଏ, ଏହାର ସେବନରେ ପାଚନକ୍ରିୟାରେ ସୁଧାର ଆସେ, ଓ ଖାଦ୍ୟ ସହଜରେ ଡାଇଜେଷ୍ଟ ହୋଇଯାଏ ।

୬) କ୍ୟାନ୍ସରରୁ କରିଥାଏ ରକ୍ଷା- ଅଦାରେ ଆଣ୍ଟିବ୍ୟାକ୍ଟେରିଆଲ୍ ତତ୍ତ୍ୱ ଛଡା କ୍ୟାନ୍ସର ସହ ଲଢିବା ବାଲା ତତ୍ତ୍ୱ ବି ମିଳିଥାଏ , ଏଥିପାଇଁ ଅଦାର ପାଣି ସେବନ କରିବା ଉଚିତ୍ , କାରଣ ଲଙ୍ଗ୍ସ , ପ୍ରୋଟେଷ୍ଟ, ଓବୋରିୟନ୍ , କୋଲୋନ୍, ବ୍ରେଷ୍ଟ, ସ୍କିନ୍ , ଓ ପ୍ୟାଙ୍କ୍ରିଏଟିକ୍ କ୍ୟାନ୍ସରରୁ ଆପଣଙ୍କ ରକ୍ଷା କରାଏ ।

୭) ଡାଇବେଟିଜ୍ ରୁ କରେ ରକ୍ଷା- ଅଦାର ପାଣି ଡାଇବେଟିଜ୍ ରୋଗୀଙ୍କ ପାଈଁ ଫାଇଦାଦାୟକ ହୋଇଥାଏ, କାରଣ ଏହାକୁ ନିୟମିତ ସେବନ କରିଲେ ବ୍ଲଡ୍ ସୁଗର୍ ଲେବୁଲ୍ କୁ କଣ୍ଟ୍ରୋଲ୍ କରିଥାଏ, ଏତିକି ନୁହେଁ ସାଧାରଣ ଲୋକଙ୍କୁ ଡାଇବେଟିଜ୍ ବିପଦକୁ କମ୍ କରିଥାଏ ।

ଗୋଟେ ଗିଲାସ ପାଣିରେ କିଛି ଅଦା ଖଣ୍ତ ପକାଇ ତାକୁ ଟିକିଏ ଗରମ କରନ୍ତୁ, ପାଣି ଥଣ୍ତା ହେବାପରେ ତାକୁ ଆସ୍ତେ ଆସ୍ତେ ପିଇବାକୁ ହେବ, ରାତିରେ ଅଦାକୁ ପକାଇ ରଖିଦେବେ ସକାଳୁ ତାକୁ ଗରମ କରି ଥଣ୍ତା କରି ପିଅନ୍ତୁ, ଓ ଯେଉଁ ଖଣ୍ତ ପାଣିରେ ରହିଯାଏ , ତାହାକୁ ଚୋବାଇକରି ଖାଇବେ । ଏହାକୁ ଗରମ ପାଣିରେ ମିଶାଇ ପିଇଲେ ମୁହଁରୁ ଦୁର୍ଗନ୍ଧ ଦୁର କରେ, ଓ ତା ସହ ଲୁଣ ସହ ଅଦାର ରସ ମିଶାଇକରିଦାନ୍ତରେ ଲଗାଇଲେ ପୀଡା ଦୁର ହୋଇଯାଏ , ଦାନ୍ତରେ ଅଚାନକପୀଡା ହେଲେ ଛୋଟ ଛୋଟ ଖଣ୍ତକୁ ଚୋପା ଛଡାଇ ଦାନ୍ତର୍ ତଲେ ରଖନ୍ତୁ ଏହା କଷ୍ଟନିବାରଣ କରେ । ଅଦାକୁ ଛୋଟ ଛୋଟ ଖଣ୍ତ କରି ଲେମ୍ବୁର ରସରେ ବତୁରାଇ ଏହାକୁ ଲୁଣରେ ମିଶାଇଦିଅନ୍ତୁ, ଏହାକୁ ଭୋଜନ କରିବା ପୁର୍ବରୁ ନିୟମିତ ପିଅନ୍ତୁ , ପାଣିରେ ଗୁଡ, ଅଦା ,ଲେମ୍ବୁର ରସ, ଜୁଆଣି, ହଲଦିକୁ ବରାବର ମାତ୍ରାରେ ପକାଇ ସିଝାନ୍ତୁ, ଓ ତାପରେ ଏହାକୁ ଛାଣିକରି ପିଅନ୍ତୁ ।

ଅଦା, ଲବଙ୍ଗ, ହେଙ୍ଗୁ, ଲୁଣକୁ ମିଶାଇକରି ପେଷିଦିଅନ୍ତୁ, ଓ ଏହାର ଛୋଟ ଛୋଟ ଗୋଲି ତିଆରି କରନ୍ତୁ, ଦିନରେ ୩-୪ ଥର ଗୋଟେ ଗୋଟେ ଗୋଲି କୁ ପାଟିରେ ରଖି ଏହାର ତତ୍ତ୍ୱକୁ ଚୋବାନ୍ତୁ ।

ଘିଅରେ ଉଡତ ଡାଲି ଭାଜିକରି, ଏହାକୁ ଅଧାମାତ୍ରାରେ ଗୁଡ ଓ ସୁଣ୍ଠି ପେଷିଦିଅନ୍ତୁ, ଏଥିରେ ଦୁଇ ଚାମଚ ମାତ୍ରାରେ ଦିନରେ ୩ଥର ଖୁଆନ୍ତୁ, ଓଡତ ଡାଲିକୁ ପେଷିକରି ଘିଅରେ ସେକନ୍ତୁ, ତାପରେଗୁଡ ଓ ସୁଣ୍ଠି ପେଷିକରି ଲଡୁ  ବନାଇକରି ରଖିନିଅନ୍ତୁ, ଏକ ଲଡୁକୁ ପ୍ରତିଦିନ ଖାଆନ୍ତୁ, ଓ ସୁଣ୍ଠି ଓ ଉଡତ ସିଝାଇକରି ଏହାର ପାଣି ପିଅନ୍ତୁ, ଏହା ବାତକୁ ଠିକ୍ କରେ ।

ପେଟ ଓ ଛାତିରେ ଜଳ୍ୱନ- ଏକ ଗିଲାସ ଆଖୁର ରସରେ ଦୁଇ ଚାମଚ ଅଦାର ରସ ଓ ଏକ ଚାମଚ ପୁଦିନାର ରସ ମିଶାଇକରି ପିଅନ୍ତୁ ।

ବାତ ଓ ଅଣ୍ଟାର ପୀଡା- ଅଦାର ରସରେ ନଡିଆର ତେଲ ମିଶାଇକରି ମାଲିସ୍ କରନ୍ତୁ, ଓ ସୁଣ୍ଠି ଦେଶୀ ଘିଅ ମିଶାଇକରି ଖୁଆନ୍ତୁ ।

୩୦ ଗ୍ରାମ ସୁଣ୍ଠିକୁ ଅଧା ଲିଟର ପାଣିରେ ସିଝାଇକରି ଛାଣିକରି ୪ଥର ପିଇଲେ ପୀଡା ଦୁର ହୋଇଯାଏ , ଆଘାତ ଲାଗିଲେ , ଭାରି ଜିନିଷ ଉଠାଇବା, କିମ୍ବା ଚକୁଟି ହୋଇଯିବା ସ୍ଥାନରେ ଅଦାକୁ ପେଷିକରି ଗର୍ମ କରି ଅଧା ଇଞ୍ଚ ମୋଟା ଲେପ କରି ପଟ୍ଟି ବାନ୍ଧିଦିଅନ୍ତୁ, ଦୁଇ ଘଣ୍ଟାପରେ ପଟ୍ଟିକ୍ ହଟାଇକରି ସୋରିଷ ତେଲ ମିଶାଇ ସେକିଦିଅନ୍ତୁ, ଏହାର ପ୍ରୟୋଗ ପ୍ରତିଦିନ ଥରେ କରିଲେ ପୀଡା ଜଲଦି ଦୁର ହୋଇଯାଏ ।

ରକ୍ତ ଝାଡା- ସୁଣ୍ଠି, ନାଗରମୋଥା ,ଅତିସ, ଗିଲୋୟ, ଏହାକୁ ନେଇକରି ପାଣିର ସହ କାଢା ବନାନ୍ତୁ, ଏହି କାଢାକୁ ସକାଳୁ ସଂନ୍ଧ୍ୟାରେ ପିଇଲେ ଆଶ୍ୱସ୍ତି ଲାଭ ହୋଇଥାଏ , ଗିଲୋୟ ଅତିଶ୍, ନାଗରମୋଥା କୁ କାଢା ବନାଇକରି ୨୦-୨୫ ମିଲି ଲିଟର ଦିନରେ ଦୁଇଥର ଦେଲେ ଝାଡା ସାମାନ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *