ପୁଅ କହିଲା ସୁଧ ବେପାର ପାଇଁ ମା କହୁଛି ମିଛ,ମା ଚାହୁଁଛି Divorce ନେଇ ଏକା ରହିବାକୁ,ହେଲେ ପୁଅ ଯାହା ସତ କହିଲେ…

Uncategorized

ମା:ଆମେ ଯଦି ବାପ ପୁଅ ମିଶି ମା କୁ ମାରି ଦେଇ ଥାନ୍ତୁ ତାହେଲେ ମା କଣ କରିଥାନ୍ତା?ପୁଅ:ମୁଁ କହୁଛି କି ମିଶିକି ରହିବା,ହେଲେ ମମି କହୁଛି କି ପଇସା ଦରକାର।ସେ କହିଛନ୍ତି ପଇସା ଦେଲେ ଘରେ ରହିବ ନହେଲେ ବାହାରି ଯିବ।ବାବାଙ୍କୁ କହୁଛନ୍ତି ମତେ ଟର୍ଚର କରୁଛନ୍ତି।ମା: ପୁଅ ଟା କଥା ମୁଁ କହି ପାରିବିନି।ତାର ତ ଇଛା ନାହିଁ ନା ସେ ତା ବାପା କଥାରେ କି ସେମାନେ

ଦିଜଣ ମିଶିକି ସେ ପୁଅ ମତେ ଥରେ ଯାଇକି କହିଲା ଆମେ ବାପ ପୁଅ ଦିଜଣ ମିଶିକି ତତେ ମାରି ଦେଇଥାଆନ୍ତୁ ତୁ କଣ କରିଥାନ୍ତୁ।ପୁଅ:ମମି ଏଇ ଜଉ ସୁଧ ବେପାର କରୁଛନ୍ତି ଜଉ ଲଗାଉଛନ୍ତି ପଇସା ଫଇସା,ସେ ବାପା ପଇସା ଦିଅନ୍ତିନି ସେଥିପାଇଁ ସବୁବେଳେ ଝଗଡା ହୁଏ।ମା: ଆକଚୁଆଲି ୨୦୧୨ ରେ

ମୋର ଗୋଟେ କେସ ହେଇଥିଲା ହାତ ହଣା କେସ,ତାଙ୍କ ଭାଇ ସହ ମିଶିକି।ସେ କେସଟାକୁ ୟେ କରିକି ମିଶିକି ରହୁଥିଲୁ,ସାଙ୍ଗରେ ମିଶିକି ରହୁଥିଲୁ।ତାପରେ ମୁଁ ଘର ଦୁଆର କରିକି ମୁଁ ପକେଇ ଆସିଲି ଶାଶୁ ଘରୁ,ତାପରେ ବାହାରେ ରହୁଥିଲି ବାପା ଜାଗା ଦେଇଥିଲେ ସେଠି ଘର କରି ରହୁଥିଲି।ହଁ ସ୍ବାମୀ ଛୁଆ

ଆମେ ରହୁଥିଲୁ,ସେଠି ସେ ମଦ ପିଇକି ୟେ କିଛି କରେନି। ମଦ ପିଇ କି ଭାଇ ମାନଙ୍କ ସାଙ୍ଗରେ ମିଶିକି ଭାଇ ମାନେ ତାକୁ ସବୁ ସିଖେଇକି ସେ ଅସିକି ମଦ ପିଇ କି ମତେ ସବୁବେଳେ ବାଡିଆ ପିଟା କରେ।କହିଲା ଘରକୁ ଜା ପଇସା ଆଣିବୁ ମତେ ଏହି ଜାଗା ବିକି କି ପଇସା ଦେ।ହଁ ମୁଁ ବାପାଙ୍କ ଜାଗାରେ ରହିଛି

ହେଲେ ଏବେ କଣ ହେଲା ନା ୨୦୨୨ ରେ ସେ ବାପା ପୁଅ ମିଶିକି ମୋର ଗୋଟେ ଭିଡିଓ ଭାଇରାଲ କରିଦେଲେ ମାନେ ତୋର ମମି ମତେ ବାଡଉଛି ବୋଲି କହିକି ମୋର ଗୋଟେ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଦେଲେ।କିନ୍ତୁ ମୁଁ ଦୋଷୀ ନଥିଲି।ଯେହେତୁ ପରିବାର ଝଗଡା ଥିଲା ମାନେ ସ୍ବାମୀ ସ୍ତ୍ରୀ କଥା।

ମାଡ଼ ଖାଇକି ଆସିକି ବାଡ଼ିଆ ବାଡି।ମିଡିଆ:ଆପଣଙ୍କ ସ୍ବାମୀ କଣ ଚାହୁଁଛନ୍ତି?ମା:ଚାହୁଁଛନ୍ତି ସେ ମତେ ଶାନ୍ତିରେ ରଖେଇ ଦେବେନି ଆଉ କଣ।ପୁଅର ଭୂମିକା ହଉଛି ବାପା କଣ ସିଖାଉଛି।ତେବେ ଏହା ଏକ ଭିଡିଓ ରିପୋର୍ଟକୁ ଆଧାର କରି ପ୍ରସ୍ତୁତ ହୋଇଛି।

Leave a Reply

Your email address will not be published. Required fields are marked *