ଅର୍ଚନା ମାମଲା ରେ ପୁଣି ତେରେଛା ବାଣ ମାରିଲେ Jatani ବିଧାୟକ ସୁର ରାଉତରାୟ,କହିଲେ କମଳ ଟେକେ ଆମେ ଦେଖିବୁ କିଏ କିଏ ସବୁ ତା ଭିତରେ ନହେଲେ…

Uncategorized

କମ୍ବଳ ଉଠାବେ କମ୍ବଳ ତଳେ କିଏ କିଏ ଅଛନ୍ତି ତାକୁ ଟିକେ ଦେଖିବା ଦର୍ଶକ ବନ୍ଧୁ କଥାର ମଞ୍ଜି ଟା ଆପଣଙ୍କ ଦେହରେ ଟିକେ ପଶୁ ନଥିବ ଏକଥା କିଏ କହୁଛି।ଏବେ ଯାହା ଚର୍ଚ୍ଚା ତାହା ହେଉଛି ଫାସ ଏବେ ହୁଏତ ଆପଣ ମାନେ ବୁଝି ପାରିଥିବେ ଆଉ ଏ କମ୍ବଳ ଉଠାବେ କମ୍ବଳ ତଳେ କିଏ କିଏ ଅଛନ୍ତି ତାକୁ ଟିକେ ଦେଖିବା ଏକଥା କହିଛନ୍ତି ସବୁବେଳେ ରେଡି ରେଡି

କହୁଥିବା ଜଟଣୀ ବିଧାୟକ ସୁର ଭାଇନା। ଖାଲି ଏତିକି ନୁହେଁ ତାଙ୍କର କହିବା କଥା ଗୋଟିଏ କି ଦୁଇଟା ନୁହେଁ ପୁରା ଅଠର ନଳା କେଉଁଠି ପୋତିବୁ କିଳା ଏପଟେ ବନ୍ଦ କଲେ ସେପଟେ ଗଳି ଗଲେଣି।ସେପଟେ ବନ୍ଦ କଲେ ଏପଟେ ଗଳି ଗଲେଣି ପୁରା କମ୍ବଳ ସାରା ଏପରି କହି ଠକ ଅର୍ଚ୍ଚନା ଙ୍କୁ ଟାର୍ଗେଟ କରିଛନ୍ତି ଜଟଣୀ

ବିଧାୟକ ସୁର ଭାଇନା। ସୁର ଭାଇନା ଙ୍କ ଏମିତି ମଜାଦାର କଥା ଶୁଣିବା ପାଇଁ ସମସ୍ତେ ଘେରି ରହିଛନ୍ତି ଆଉ ଏମାନଙ୍କ ଭିତରୁ କିଏ ଜଣେ ପଚାରି ଦେଉଛି ଆଜ୍ଞା କେଉଁ ମାନେ ସବୁ ଫାଶରେ ପଡିଛନ୍ତି ଆଉ ଚିଡି ଉଠିଲେ ସୁର ଭାଇନା।ଆବେ ତମେ ପରା ଏଇଠି ତାକୁ ଓଲକି ହେଉଥିଲ କେଉଁଠି କୁ ଯାଉ

ନଥିଲା ସେ ମନ୍ତ୍ରୀ ଘର,ସିନେମା ହଲ କେଉଁଠି କୁ ଯାଉ ନଥିଲା ସେ ଘାଣ୍ଟି ପକାଉ ଥିଲା। ଆଉ କହୁ କହୁ କହିଦେଲେ ଆମେ ଖଣ୍ଡେ ଘର ଟିଏ କରି ପାରୁ ନାହିଁ କି ଘର ବେ କମ୍ବଳ ଉଠବେ ଆମେ ଟିକେ ଦେଖିବୁ।ଏମିତି କିଛି କହି ଠକ ଅର୍ଚ୍ଚନା କୁ ଟାରଗେଟ୍ କରିବା ସହ ନିଜର ମତ ରଖିଥିଲେ ବିଧାୟକ ସୁର ରାଉତରାୟ ବା ସୁର ଭାଇନା।

ପାପ କାମ କରି ଜେଲ ଯାଇଛି ଅର୍ଚ୍ଚନା। ପାପ କାମ ଦିନେ ନା ଦିନେ ପଡ଼ିଯାଏ ଧରା ଏବଂ ଅର୍ଚ୍ଚନାର ପାପ କାମ ପଡିଯାଇଥିଲା ଧରା ଓ ଧରା ପଡିବା ପରେ ଜେଲ ଗଲା ଠକ ଅର୍ଚ୍ଚନା।

Leave a Reply

Your email address will not be published. Required fields are marked *