ଆସିଲା ଖୁସି KHABRA,ରାତି ଅଧା ରେ ଆସିଲେ ଦୀନେଶ ଆଉ ଦୀପିକା ଙ୍କ ସହିତ ଏଭଳି କାମ ଯେ…

Uncategorized

ଘରକୁ ଫେରିବେ ଦିନେଶ,ସବୁ ରାଗ ଋଷା ଭୁଲି ଆପଣେଇ ନେବାର ସ୍ବପ୍ନ ଅପେକ୍ଷା ରହିଛି ଦିନେଶଙ୍କର ଫେରିବା ବାଟକୁ।ଦୀନେଶଙ୍କ ଫେରିବା ବାଟକୁ ଅନେଇ ସମୟ ଦେଖୁଛନ୍ତି ଦୀପିକା।ଯଦି ଦିନେଶ ଙ୍କ ସହ ଦେଖା ହୁଅନ୍ତା ତେବେ ସବୁ ସମସ୍ୟା ଦୂର ହେଇ ଯାଆନ୍ତା ବୋଲି ସେ ଆଶା କରିଥାଇପାରନ୍ତି।ଅନେକ ଦିନ ଧରି ଦୀପିକା ତାଙ୍କ ଘର ଆଗରେ ଥିବାର ଜଣା ଯାଉଛି।

ଅନ୍ୟପଟେ ଦିନେଶ ବି ଘରକୁ ଆସିବା କଥା ଶୁଣିବାକୁ ମିଳୁଛି।ଘରକୁ ଫେରିଛନ୍ତି ଦିନେଶ।ଦିନେଶ ଯେତେବେଳେ ଘରକୁ ଯିବେ ଦୀପିକା ଙ୍କ ଉପରେ ନଜର ପଡ଼ିବ ଆଉ ଦୀପିକା ବି ନିଜ ପ୍ରେମିକ କୁ ମନେଇବେ।ନିଜର ପୁରୁଣା କଥା ସବୁକୁ ମନେ ପକାଇଦେବେ ଦୀପିକା।ଦୀପିକା ଙ୍କ ସହ ବିତାଇଥିବା ସବୁ ଖୁସିର ମୁହୂର୍ତ୍ତକୁ ସେ ମନେ ପକାଇ ଦେବେ।

ଦରକାର ପଡ଼ିଲେ ପୁଅକୁ ମଧ୍ୟ ଦେଖାଇବେ।ପୁଅକୁ ଦେଖିଲା ପରେ କାଳେ ତାଙ୍କ ମନ ତରଳି ଯିବ।ଏମିତି ଅନେକ ଭାବନା ରଖିଛନ୍ତି ଦୀପିକା।ବାସ ଦିନେଶ ଙ୍କ ଫେରିବା ବାଟକୁ ଅପେକ୍ଷା,କେତେବେଳେ ଦିନେଶ ଫେରିବେ ଆଉ ଦୀପିକା ଙ୍କୁ ଦେଖିବେ।ତେବେ ଏହା ଏକ ଭିଡିଓ କୁ ଆଧାର କରି ପ୍ରସ୍ତୁତ ହୋଇଛି।

ତେବେ ଭିନ୍ନ ଭିନ୍ନ ପଜଲ ଆମେ ନେଇକି ଆସିଥାଉ, ତେବେ ପଜଲ ଆପଣଂକୁ କିପରି ଲାଗେ କମେଣ୍ଟ ରେ ଜଣେଇ ପାରିବେ। ଅନେକ ପ୍ରଶ୍ନ ଓ ଉତ୍ତର ବି ଆଣୁ ଯାହା ପଢିବା ଦ୍ଵାରା ଆପଣଙ୍କର ଜ୍ଞାନର ବିକାଶ ହେବ, ଆପଣଙ୍କର ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଆସିବ କାମରେ।ତେବେ ପ୍ରଶ୍ନ ଓ ଉତ୍ତର ଜାଣିଲେ ଜ୍ଞାନ ବୃଦ୍ଧି ହୁଏ।

ଏହା ଆପଣଙ୍କର ପରୀକ୍ଷା ରେ ବି ଆସିପାରେ, ଓ ଅନେକ କାର୍ଯ୍ୟ କ୍ଷେତ୍ରରେ ଆସିପାରେ।ତେବେ ପ୍ରଶ୍ନ ଓ ଉତ୍ତର ପଢି ଆପଣଙ୍କ ଅନୁଭବ କଣ ତାହା କମେଣ୍ଟ ରେ ଜଣେଇ ପାରିବେ।

କ୍ରୀଡା ଖବର ବି କେତେବେଳେ କେମିତି ଆଣୁ ତେବେ କ୍ରୀଡା ଖବର ଆପଣଂକୁ କିପରି ଲାଗେ କମେଣ୍ଟ ରେ ଜଣେଇ ପାରିବେ, ତା ଛଡା ଏସିଆ କପରେ ଭାରତ ବି ଭଲ ପ୍ରଦର୍ଶନ କରୁଛି, ତେବେ ଏସିଆ କପରେ କିଏ ଜିତିବ ଆପଣଙ୍କ ଅନୁମାନ କଣ କମେଣ୍ଟ ରେ ଜଣେଇ ପାରିବେ । ସୁପର ୪ରେ ଭାରତ, ପାକିସ୍ତାନ,ଆଫଗାନିସ୍ତାନ ଓ ଶ୍ରୀଲଙ୍କା ଟିମ ପଂହଁଚିଛନ୍ତି।ବାଂଗଲାଦେଶ ଓ ହଙ୍କକଙ୍ଗ ସୁପର ୪ ରେ ପ୍ରବେଶ କରିବାରେ ବିଫଳ ରହିଛନ୍ତି।

Leave a Reply

Your email address will not be published. Required fields are marked *