Banki ଡମପଡା ଜରିଆ ପାହାଡ଼ରେ ବାରହା କୁ ଗିଳିଲା ବିଶାଳ ଅଜଗର ସାପ,ଲୋକ ଦେଖିବା ପରେ…

ତେବେ ଆଜି ମୁଁ ଆପଣ ମାନଙ୍କୁ ଏପରି ଗୋଟିଏ ଘଟଣା ବିଷୟରେ ଅବଗତ କରାଇବି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି।ତେବେ ଏହି ବିଷୟରେ ଆପଣ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଆସନ୍ତୁ ଜାଣିବା ଆଜିର ତଥ୍ୟ ବିଷୟରେ।ବାରହାକୁ ଗିଳି ଦେଲା ଅଜଗର।ଡମପଡା ଚନ୍ଦକ ଭଗିପୁର ଫରେଷ୍ଟ

ବିଟ ହାଉସ ନିକଟ ଜରିଆ ଠାରେ ଏକ ଅଜଗର ବାରହାକୁ ଗିଳି ଦେଇ ଥିବାର ଡମପଡା ରେଞ୍ଜର ବିରଞ୍ଚିଆ କୁମାର ଦାସ ସୂଚନା ଦେଇଛନ୍ତି।ତେବେ ଘଟଣା ସ୍ଥଳରେ ଏକ ଗାଡି ଓ କିଛି ବ୍ୟାଗ ଥିବାରୁ ଲୋକ ମାନଙ୍କ ସନ୍ଦେହ ସୃଷ୍ଟି ହେଲାଣି।ଜଣେ ଫେରି ବାଲା ଏହି ବାଟରେ ବେପାର କରିବା ପାଇଁ ଯାଆନ୍ତି।

ମୁଣ୍ଡଳୀରୁ ଜରିଆ ଦେଇ ଡମପଡା ଯାଇ ସେ ଲୁଗା ବ୍ୟବସାୟ କରନ୍ତି।ହେଲେ ସେ ବେପାର କରି ସାରି ଫେରିବା ବେଳକୁ ଏପରି ଦୃଶ୍ୟ ଦେଖି ଭୟଭୀତ ହୋଇ ଲୁଗା ଗଣ୍ଠିଲି ଓ ଗାଡି ପକାଇ ଦେଇ କୁଆଡେ ପଳେଇ ଯାଇଥିବା ସନ୍ଦେହ କରା ଯାଉଛି।ଲୁଗା ଗଣ୍ଠିଲି ଓ ଗାଡ଼ିକୁ ପୋଲିସ ଉଦ୍ଧାର କରି ଥାନାରେ ରଖିଚି।

ବ୍ୟବସାୟୀଙ୍କୁ ଖୋଜିବା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଡମପଡା ରେଞ୍ଜର ବିରଞ୍ଚିଆ ଦାସ।ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।ଏହି ବିଷୟରେ ଆପଣ ମାନଙ୍କ ମତାମତ କଣ ତାହା ଜଣାଇବାକୁ ଜମା ବି ଭୁଲିବେ ନାହିଁ।ଏହା ଏକ ଭିଡିଓ ରିପୋର୍ଟ ରୁ ଜଣା ଯାଇଛି।

ଭିନ୍ନ ଭିନ୍ନ ପଜଲ ଆମେ ନେଇକି ଆସୁ।ପ୍ରଶ୍ନ ଓ ଉତ୍ତର ନେଇକି ଆସୁ।ତେବେ ପଜଲ ଆପଣଂକୁ କିପରି ଲାଗେ ତାହା କମେଣ୍ଟ ରେ ଜଣେଇ ପାରିବେ ଏବଂ ପ୍ରଶ୍ନ ଓ ଉତ୍ତର କିପରି ଲାଗେ ତାହା ବି କମେଣ୍ଟ ରେ ଜଣେଇ ପାରିବେ। ପ୍ରଶ୍ନ ଓ ଉତ୍ତର ପଢିବା ଦ୍ୱାରା ଭବିଷ୍ୟତରେ ଏବଂ ବର୍ତ୍ତମାନରେ ଆପଣଂକୁ ସାହାଯ୍ୟ କରିପାରେ।ତେବେ ପ୍ରଶ୍ନ ଓ ଉତ୍ତର ଆପଣଂକୁ କିପରି ଲାଗେ କମେଣ୍ଟ ରେ ଜଣେଇ ପାରିବେ ଏବଂ ଏହାକୁ ପଢି ଆପଣଙ୍କ ଅନୁଭବ କଣ ତାହା କମେଣ୍ଟ ରେ ଜଣେଇ ପାରିବେ।

Leave a Reply

Your email address will not be published. Required fields are marked *