ହେ Pravu ଏହି ନଳ କୁପରୁ ବାହାରୁଛି ମ-ଦ,ଏତେ ବାହାରୁଛି ଯେ ସାରା ଅଂଚଳ ଜମି ରେ ହେଇଗଲା ମଦମୟ,କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ…

ନଳ କୂପରୁ ବାହାରୁଛି ମଦ ଯେତେ ମାରିଲେ ସେତେ ବାହାରୁଛି ଲିଟର ଲିଟର ମଦ ରେ ଭାସିଲା ଫସଲ ବିଲରେ ପୋଲିସ ଆଉ ପୋଲିସ ହାତରେ ହ୍ୟାଣ୍ଡ ପମ୍ପ ଯେତିକି ହ୍ୟାଣ୍ଡ ପମ୍ପ ମାରୁଛନ୍ତି ସେତିକି ବାହାରୁଛି ମଦ ମଦ ରେ ଭାସିଲାଣି ବିଲ,ଆଉ ମଦ ଦେଖି ପୋଲିସ ପ୍ରାୟ ଆଶ୍ଚର୍ଯ୍ୟ।ଥରେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ ବିଲ ମଧ୍ୟରେ

ପୋଲିସ କରୁଛି ରେଡ।ଚାଷ ଜମିରୁ ପୋଲିସ ବାହାର କରୁଛନ୍ତି ଦେଶୀ ମଦ।ଚାଷ ଜମିରେ ଡ୍ରମ ଡ୍ରମ କରି ପୋତା ହୋଇଛି ଦେଶୀ ମଦ।ମଧ୍ୟପ୍ରଦେଶର ଭାଟପୁର ଗ୍ରାମରେ ପୋଲିସ କରିଥିଲା ଦେଶୀ ମଦର ଚଢ଼ାଉ ଗ୍ରାମର ଘର ଘର ରେଡ କରି ଶେଷରେ ପୋଲିସ ପହଞ୍ଚି ଥିଲା ଚାଷ ଜମିରେ ଆଉ ଛଡା

ଜମିରେ ପୋଲିସ ଯାହା ଦେଖିଲା ତାହା ଆପଣଙ୍କ ଆଗରେ।ଚାଷ ଜମିରେ ପୋତା ହୋଇଥିଲା ୮ ଟି ଡ୍ରମ ଦେଶୀ ମଦ।ପୋଲିସ ମଦର ସୁରାଗ ପାଇଲା ପରେ ହ୍ୟାଣ୍ଡ ପମ୍ପ ସାହାଯ୍ୟରେ ମଦ ବାହାର କରିଥିଲା ମଦ ଏତେ ବାହାରିଲା ଯେ ଫସଲ ଜମି ମଦ ରେ ଉବୁଟୁବୁ ହେଉଥିଲା।ଆଉ ଶେଷରେ ପୋଲିସ

ଦେଶୀ ମଦ କୁ ନଷ୍ଟ କରିବା ସହିତ ଦେଶୀ ମଦକୁ ଚିହ୍ନଟ କରିବା କଥା ଜଣା ପଡିଛି।ଭିନ୍ନ ଭିନ୍ନ ପଜଲ ଆମେ ଆଣିଥାଉ ତେବେ ପଜଲ ପଢି ଆପଣଂକୁ କିପରି ଲାଗେ ତାହା କମେଣ୍ଟ ରେ ଜଣେଇ ପାରିବେ। ଅନେକ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ବି ଆଣୁ ତେବେ ସେହି GK ପଡ଼ିଲା ପରେ ଆପଣଙ୍କର

ଅନୁଭବ କଣ ଅଟେ ତାହା ବି କମେଣ୍ଟ ରେ ଜଣେଇ ପାରିବେ। GK ପଢିଲେ ଜ୍ଞାନରେ ବିକାଶ ହେବ।

Leave a Reply

Your email address will not be published. Required fields are marked *