Ananya କହିଲେ ମୋ ସ୍ବାମୀ ଜଣେ ଦେହ ବେପାରୀ,ସେ ସବୁଦିନ ମୋ ପାଇଁ ଆସି…

Uncategorized

ଅନେକ ସ୍ୱପ୍ନ ଆଶା ଦେଉ ସ୍ୱାମୀର ହାତ ଧରି ପତ୍ନୀ ଘର ସଂସାର କରି ଶାନ୍ତିରେ ଜୀବନ ଅତିବାହିତ କରିବେ ବୋଲି ସ୍ବପ୍ନ ଦେଖୁ ଥିଲା।ଏହା ପରେ ତାଙ୍କର ସ୍ବପ୍ନ ଭାଙ୍ଗି ଚୂର୍ମାର ହୋଇଗଲା ଯେତେବେଳେ ସେ ସ୍ୱାମୀର ଅସଲ ଚେହେରା ଜାଣିବା ପାଇଁ ପାଇଲେ।ବିବାହ ବେଳେ କୁହାଗଲା ଏହି ପୁଅ ସୁରଟର ଜଣେ ଉଚ୍ଚ ବେତନ ପାଉ ଥିବା ଇଞ୍ଜିନିୟର

ହେଲେ କିଛି ମାସ ପରେ ପତ୍ନୀ ଜାଣିବାକୁ ପାଇଲେ କି ତାଙ୍କର ପତି ହେଉଚି ଜଣେ ସମଲିଙ୍ଗ।ଦିନରେ ପୁଅ ଓ ରାତିରେ ଝିଅ ଯାହାକୁ ଜାଣିବା ପରେ ପତ୍ନୀର ହୋସ ଉଡ଼ିଗଲା।ଏହା ପରେ ତାଙ୍କର ପତିଙ୍କୁ ସୁଧୁରିବା ପାଇଁ ଅନେକ ସମୟ ଦେଲା। ପତି ସହିତ ସୁରଟରେ ଯାଇ ରହିଥିଲା ହେଲେ ଏହା ପରେ ମଧ୍ୟ କିଛି

ଫରକ ପଡ଼ିଲା ନାହିଁ। ଏହା ପରେ ତାଙ୍କୁ ମାରିଦେବା ପାଇଁ ଧମକ ଦେଇ ଥିଲେ।ତେବେ ତାଙ୍କର ପରିବାରରେ ତାଙ୍କର ଶାଶୁ ଓ ଶ୍ୱଶୁରଙ୍କୁ ଏହା ସମ୍ପର୍କରେ ଜଣାଇ ଥିଲେ କିନ୍ତୁ ସେମାନେ ତାଙ୍କୁ ବୁଝାଇବା ବଦଳରେ ତାଙ୍କର ଶାଶୁ ଓ ତାଙ୍କର ନଣନ୍ଦ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇ ଥିଲେ।

ଯାହା ଫଳରେ ସେ ଶେଷରେ ବାଧ୍ୟ ହୋଇ ଆଇନର ସାହାରା ନେଇ ଥିଲେ।ଏହା ପରେ ସେ କହିଥିଲେ କି ଏପରିକି ତାଙ୍କୁ ମାରି ଦେବା ପାଇଁ ମଧ୍ୟ ଚେଷ୍ଟା ହୋଇଛି।ତାଙ୍କର ସ୍ବାମୀ ଖରାପ କାମ କରିଥିଲେ।ସେ ଦେହ ବ୍ୟବସାୟରେ ଥିଲେ ଯାହା ଫଳରେ ସେ ତାଙ୍କୁ ଅଟକାଇ ଥିଲେ ଏହାର ଶକ୍ତ ବିରୋଧ କରି ଥିଲେ।

ଏହା କାରଣରୁ ସେ ତାଙ୍କୁ ମାରି ଦେବା ପାଇଁ କହିଥିଲ।ଏହା ବ୍ୟତୀତ ତାଙ୍କୁ ବାରମ୍ବାର ଅନେକ ଥର ମାରି ଦେବା ପାଇଁ କହି ଥିଲେ ଯାହା ଫଳରେ ସେ ଶେଷରେ ନିଜର ବାପ ଘରେ ଆସି ରହିଥିଲେ ବୋଲି କହିଥିଲେ।ତେବେ ବାପ ଘରେ ତିନି ଚାରି ମାସ ରହିବା ପରେ ଯେତେବେଳେ କିଛି କଥା ହୋଇ ନଥିଲା

ଏହା ପରେ ସେ ଶେଷରେ ବାଧ୍ୟ ହୋଇ ସୁରଟ ଥାନାରେ ଏତଲା ଦେଇ ଥିଲେ।ତେବେ ଏପରି ଏକ ଅଭାବନୀୟ ଘଟଣା ସମ୍ପର୍କରେ ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଶୁମୁଳି ଗ୍ରାମର ଜଣେ ମହିଳା ଏପରି ଅଭିଯୋଗ ନେଇ ଆସିଛନ୍ତି।ତେବେ ପରିବାରରେ ଯେତେବେଳେ ଅଭାବ ଆସିଥିଲା ପତ୍ନୀ

ସେତେବେଳେ ଏକ ଘରୋଇ ଚାକିରୀ କରି ଥିଲେ।କିନ୍ତୁ ତାଙ୍କର ପତି କହିଥିଲେ କି ତୁ ଚାକିରୀରେ କେତେ ବା ପଇସା ପାଉଛୁ ମୋ ପରି ଦେହ ବେପାର କର ଅନେକ ଟଙ୍କା ରୋଜଗାର କରିବୁ।ମହିଳାଙ୍କ ଏପରି ସମସ୍ୟା କାରଣରୁ ଶେଷରେ ସେ ବାଧ୍ୟ ହୋଇ ସୋର ଥାନାର ଦ୍ବାରସ୍ଥ ହୋଇଥିଲେ।ଏହା ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *