Tarang Siriel ରେ ଅଭିନୟ କରୁଥିବା ଅଭିନେତା ମାନଙ୍କ ଶିକ୍ଷାଗତ ଯୋଗ୍ୟ କେତେ,କିଏ ଦଶମ ଫେଲ ତ କିଏ ଅଟେ ଗ୍ରାଜୁଏଟ

Uncategorized

ଆମେ ପ୍ରତିଦିନ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦେଖିଥାଉ।ତେବେ ଏହି ଧାରାବାହିକରେ ଅଭିନୟ କରୁଥିବା ଅଭିନେତା ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଏହା ସମ୍ପର୍କରେ ଆମେ ଭଲ ଭାବରେ ଜାଣି ନାହୁଁ।ତେବେ ଆମେ ବର୍ତ୍ତମାନ ସେହି ସମସ୍ତ ହିରୋ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଆଲୋଚନା କରିବା।

ମାନସ ମହାପାତ୍ର:- ଏହି ଅଭିନେତା ଜଣକ ମାୟା ଧାରାବାହିକରେ ନାଗେସ ଭୂମିକାରେ ଅଭିନୟ କରୁଛନ୍ତି।ସେ ନିଜର ଅଭିନୟ ଦ୍ୱାରା ଓଡ଼ିଶାର ସମସ୍ତ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ବହୁତ ଅଧିକ ପସନ୍ଦ କରିଥାନ୍ତି।ସେ ବାରିପଦା ବିଶ୍ଵବିଦ୍ୟାଳୟରୁ +୩ ଶେଷ କରିଛନ୍ତି।

ସପ୍ଲିନ ମିଶ୍ର:- ଏହି ଅଭିନେତା ଜଣକ ତାରିଣୀ ଆଖିରେ ତାରା ଧାରାବାହିକରେ ତୁଷାର ଭୂମିକାରେ ଅଭିନୟ କରୁଛନ୍ତି।ଏହି ଅଭିନେତାଙ୍କ ଅଭିନୟ ପାଇଁ ଏହି ଧାରାବାହିକ ଅନେକ ଲୋକପ୍ରିୟ ହୋଇ ପାରିଛି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ମଧ୍ୟ ପସନ୍ଦ କରନ୍ତି।ତେବେ ସେ ଭୁବନେଶ୍ୱର ଓ ୟୁ ଏ ଟିରେ ନିଜର +୩ ଶେଷ କରିଛନ୍ତି।

ମାନବ ରାଉତରାୟ:- ଏହି ଅଭିନେତା ଜଣକ ମଙ୍ଗଳା ଚରଣ ଧାରାବାହିକରେ ଚରଣ ଭୂମିକାରେ ଅଭିନୟ କରୁଛନ୍ତି।ସେ ବିଜୁ ପଟ୍ଟନାୟକ କଲେଜରୁ ନିଜର +୩ ପାଠ ପଢା ଶେଷ କରିଛନ୍ତି।ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ବର୍ତ୍ତମାନ ଅନେକ ଲୋକପ୍ରିୟତା ହାସଲ କରି ପାରିଛନ୍ତି।ସେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତରେ ଜଣେ ଆଗ ଧାଡ଼ିର ଅଭିନେତା ଅଟନ୍ତି।

ବୁଦ୍ଧାଦିତ୍ୟ ମହାନ୍ତି:- ଏହି ଅଭିନେତା ଜଣକ ଶ୍ରୀ ମନ୍ଦିର ଧାରାବାହିକରେ ପୁରୁଷୋତ୍ତମ ଦେବ ଭୂମିକାରେ ଅଭିନୟ କରୁଛନ୍ତି।ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ନିଜର +୩ ପାଠ ପଢା ଶେଷ କରିଛନ୍ତି।ତେବେ ଏହି ଅଭିନେତା ପୂର୍ବରୁ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି।

ସନୋଜ କୁମାର:- ଏହି ଅଭିନେତା ଜଣକ ସିନ୍ଦୁରର ଅଧିକାର ଧାରାବାହିକରେ ଅରଭ ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ବହୁତ ଅଧିକ ପସନ୍ଦ କରୁଥିବାରୁ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତା ହୋଇ ପାରିଛନ୍ତି।ତେବେ ସେ ଗାନ୍ଧୀ ଏକାଡେମୀରୁ ନିଜର ବି ଟେକ ଶେଷ କରି ସାରିଛନ୍ତି।

ସୁମନ କୁମାର:- ଏହି ଅଭିନେତା ଜଣକ କୁଆଁରୀ ବୋହୂ ଧାରାବାହିକରେ ସାଇ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ଏହି ଅଭିନେତା ଜଣକ ମଡେଲ କଲେଜରୁ ନିଜର +୩ ପାଠ ପଢା ଶେଷ କରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ପାଇଁ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।

ଅଭିଜିତ ଦାସ:- ଏହି ଅଭିନେତା ଜଣକ ଝିଅ ଆମର ନୂଆ ବୋହୂ ଧାରାବାହିକରେ ସିଭ ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କର ଅଭିନୟ ପାଇଁ ଏହି ଧାରାବାହିକ ଅନେକ ନାମ କମାଇବା ସହିତ ଅନେକ ଲୋକପ୍ରିୟ ମଧ୍ୟ ହୋଇ ପାରିଛି।ତେବେ ଏହି ଅଭିନେତା ଜଣକ ଉତ୍କଳ ବିଶ୍ଵବିଦ୍ୟାଳୟରୁ ନିଜର +୩ ପାଠ ପଢା ଶେଷ କରିଛନ୍ତି।

Leave a Reply

Your email address will not be published. Required fields are marked *