Raimohan Parida ଙ୍କ ଝିଅ କେତେ ସୁନ୍ଦର ଜାଣି ଆଶ୍ଚର୍ଯ୍ୟ ହେବେ,ଏବେ ଓଡ଼ିଆ ହିରୋଇନ ମଧ୍ୟ ତାଙ୍କ ଆଗେ ଫିକା ହେବେ

ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଚଳଚ୍ଚିତ୍ର ନିଶ୍ଚୟ ଦେଖୁଥିବେ।ଯଦି ଦେଖିଥିବେ ତ ରାଇମୋହନ ପରିଡ଼ାଙ୍କୁ ତ ନିଶ୍ଚୟ ଜାଣିଥିବେ।ଖଳନାୟକ କଥା ଉଠିଲେ ତାଙ୍କ ନାମ ପ୍ରଥମେ ଆସିଥାଏ।ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଶ୍ରେଷ୍ଠ କଳାକାର ଅଟନ୍ତି।ତେବେ ଆଜି ମୁଁ ଆପଣ ମାନଙ୍କୁ ତାଙ୍କ ବିଷୟରେ ସମ୍ପୂର୍ଣ ତଥ୍ୟ ଜଣେଇବି।ସାଙ୍ଗମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ଶ୍ରେଷ୍ଠ ଖଳନାୟକ କହିଲେ ରାଇମୋହନ ପରିଡ଼ାଙ୍କ ନାମ ଆସେ।ସାଙ୍ଗମାନେ ଆଜି ଏହି ଆର୍ଟିକିଲରେ ରାଇମୋହନ ପରିଡ଼ାଙ୍କ ବିଷୟରେ କିଛି ଅଜଣା ତଥ୍ୟ ଜାଣିବା।ତାଙ୍କ ସ୍ତ୍ରୀ କିଏ ତାଙ୍କ ଝିଅ କିଏ

ସେ ବର୍ତ୍ତମାନ କେଉଁଠାରେ ରହୁଛନ୍ତି ଓ ଏହା ସହିତ ବହୁତ ଗୁଡ଼ିଏ ତଥ୍ୟ ମୁଁ ଆପଣ ମାନଙ୍କୁ କହିବି।ତେବେ ଏହି ସବୁ ତଥ୍ଯ ଜାଣିବା ପାଇଁ ହେଲେ ଆପଣ ମାନଙ୍କୁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ିବା ପାଇଁ ପଡ଼ିବ।ସାଙ୍ଗମାନେ କଣ ଆପଣ ଜାଣିଛନ୍ତି ଯେ ରାଇମୋହନ ପରିଡା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ଅଶ୍ରୁମୋଚନଙ୍କ ସହ ମିଶି ତାରିଣୀ ଗଣନାଟ୍ୟରେ ଅଭିନୟ କରୁଥିଲେ।ତେବେ ରାଇମୋହନ ତାରିଣୀ ଗଣନାଟ୍ୟରେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ।

ସେ ଓଡ଼ିଆ ଫିଲ୍ମ ଜଗତରେ ୧୯୯୪ ମସିହାରେ ପାଦ ଦେଇଥିଲେ।ତେବେ ତାଙ୍କ ପ୍ରଥମ ଫିଲ୍ମଟିର ନାମ ଥିଲା ଗଙ୍ଗ ସିଉଳି।ଆଜି ଠାରୁ ପ୍ରାୟ ୩୫ ବର୍ଷ ତଳେ ଏହି ଫିଲ୍ମଟି ତିଆରି ହୋଇଥିଲା।ସେ ତା ପରଠାରୁ ୭୦ଟି ଓଡ଼ିଆ ଚଳଚିତ୍ରରେ ଅଭିନୟ କରିଛନ୍ତି।ସେ ପ୍ରାୟତଃ ଖଳନାୟକ ଭୂମିକାରେ ଅଭିନୟ କରିଥାନ୍ତି।ରାଇମୋହନ ପରିଡାଙ୍କ ସ୍ତ୍ରୀଙ୍କ ନାମ ହେଉଛି ରଞ୍ଜିତା ପରିଡ଼ା।ତାଙ୍କର ବିବାହ ହୋଇଥିଲା ୧୯୮୬ ମସିହାରେ।ରାଇମୋହନ କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।ତେବେ ତାଙ୍କ ଘର ବର୍ତ୍ତମାନ ଭୁବନେଶ୍ବରରେ ଅଛି।ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ।

ସାଙ୍ଗମାନେ ଆପଣ ମାନେ ତ ରାଇମୋହନଙ୍କୁ ପ୍ରାୟ ଖଳନାୟକ ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ।କିନ୍ତୁ ସେ ଅସଲି ଜୀବନରେ ଜଣେ ସାଧୁସନ୍ଥ ଅଟନ୍ତି।ସେ ତାଙ୍କ ୧୦ଟି ଆଙ୍ଗୁଠିରେ ଆଠୋଟି ମୁଦି ପିନ୍ଧିଥାନ୍ତି।ଏକଥା ସେ କନକ ନିଉଜର ଏକ ସାକ୍ଷାତକାରରେ କହିଥିଲେ।କଣ ଆପଣ ମାନେ ଜାଣିଛନ୍ତି କି ସେ ତାଙ୍କ ଜୀବନରେ କେବେ ମଦ କି ସିଗାରେଟକୁ ହାତ ଲଗାଇ ନାହାଁନ୍ତି।ଏବେ ଚାଲନ୍ତୁ କଥା ହେବା ରାଇମୋହନଙ୍କ ଏକମାତ୍ର ଝିଅଙ୍କ ବିଷୟରେ।କଣ ଆପଣ ମାନେ ଜାଣିଛନ୍ତି କି ରାଇମୋହନ ପରିଡ଼ାଙ୍କ ଗୋଟିଏ ଝିଅ ଅଛି।ସେ ବର୍ତ୍ତମାନ ଦିଲ୍ଲୀରେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଇଁ ପାଠ ପାଠ ପଢ଼ୁଛନ୍ତି।ତେବେ ତାଙ୍କ ଝିଅଙ୍କ ବୟସ ହେଉଛି ୨୪ ବର୍ଷ।କିନ୍ତୁ ଏ ପର୍ଯ୍ୟନ୍ତ ସେ ବାହା ହୋଇ ନାହାନ୍ତି।

Leave a Reply

Your email address will not be published. Required fields are marked *