ଶାଶୁ କହିଲେ Sundara ଥିଲା ବୋଲି ମୋ ଘରର ବୋହୂ କଲି,ଏବେ ଜାଣିଲି ସେ ଯେକି ସମସ୍ତଙ୍କ ସହିତ ଶୋଉଚି ପଇସା ପାଇଁ,ସେ ଜଣକ ସହିତ ଖୁସି…

Uncategorized

ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ, ଏଠାରେ ଜଣେ ମହିଳାଙ୍କ ଦୁଃଖର କାହାଣୀ ଶୁଣିଲେ ଆପଣ ନିଜ ମୁଣ୍ଡରେ ହାତ ଦେଇଦେବେ। କଥାହେଲା କି, ଜଣେ ବୃଦ୍ଧା ମହିଳା ନିଜ ପୁଅର ବାହାଘର ଏକ ସୁନ୍ଦର କନ୍ୟା ସହିତ କରାଇଲେ, ତାଙ୍କର ଆଶା ଥିଲା ତାଙ୍କ ବୋହୂ ଓଡ଼ିଆ ଘରର ବୋହୂ ଭାବରେ ତାଙ୍କ ଘର କରଣା ସମ୍ଭାଳିବ ଓ ତାଙ୍କ କୂଳକୁ ଆଗକୁ ନେବ କିନ୍ତୁ ତାଙ୍କର ଏହିସବୁ ଆଶା ଆଶାରେ ହିଁ ରହିଗଲା।

ବୋହୂଟି ସଂସ୍କାରୀ ହେବା ପରିବର୍ତ୍ତେ ଜଣେ ଖରାପ ହୋଇ ସାମ୍ନାକୁ ଆସିଲା, ଏମିତି କିଛି ନିଜ ବୋହୂ ବିଷୟରେ କହି ମିଡ଼ିଆ ସାମ୍ନାକୁ ଆସିଛନ୍ତି ଜଣେ ମହିଳା। ମହିଳା ଜଣକ ମିଡ଼ିଆକୁ କହିଥିଲେ, ଝିଅଟି ବହୁତ ସୁନ୍ଦର ଓ ଲକ୍ଷ୍ମୀ ପ୍ରତିମା ଭଳି ଲାଗୁଥିଲା ଓ ମୁଁ ମୋ ପୁଅର ବିବାହ ଝିଅଟି ସହିତ କରାଇଦେଲି କିନ୍ତୁ ବିବାହ ପରେ।

ସେ ଯେଉଁ କାମ କଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ମହିଳା କୁହନ୍ତି,ସେ ଗୋଟିଏ ଖରାପ ଥିଲା ବୋଲି ବିବାହ ପରେ ଜଣାପଡ଼ିଲା। ବାହାଘର ପରେ ମୋ ପୁଅକୁ ପାଖକୁ ପଶାଉନଥିଲା ଓ ଅନ୍ୟ ପୁରୁଷଙ୍କୁ ଫୋନ କଲ ଲଗାଇ କଥା ହେଉଥିଲା। ଏହିସବୁ କଥା ଜାଣିବାପରେ ମୋ ପୁଅ ବହୁତ ଭାଙ୍ଗିଗଲା

ଓ କାହାକୁ କିଛି କହିପାରିଲାନାହିଁ। ପୂର୍ବରୁ ସେ ଖରାପ କାମରେ ଲିପ୍ତ ଥିଲା ଓ ବହୁତ ପୁରୁଷ ସହିତ ରାତି କଟାଇଥିଲା। ସେ ମୋ ପୁଅକୁ ବାହାହୋଇ ଆସିବାପରେ ପ୍ରାୟତଃ ଘରେ ରୁହେନାହିଁ ଓ ସୁଶାନ୍ତ ବୋଲି ତା’ ପ୍ରେମିକ ପାଖକୁ ପଳାଏ। ଯେତେବେଳେ ସୁଶାନ୍ତ ଦରିଦ୍ର ହୋଇଗଲା ସେତେବେଳେ

ସେ ପୁଣି ଆମ ଘରକୁ ଚାଲିଆସିଲା ଓ କହିଲା ମୋତେ ଏହି ଘର ଦରକାର ଓ ମୁଁ କହିଲି ତୁ ଏକା ଏହି ଘରେ ରହିଲେ ଆମେ ଯିବୁ କୁଆଡ଼େ? ଏହିକଥା ପାଇଁ ସେ ମୋ ପୁଅକୁ ମଧ୍ୟ ମାଡ଼ ମାରିଥାଏ। ମୋର ଘରକଥା ବାହାରେ ପଡ଼ିଲେ ଲୋକଲଜ୍ୟା ହୋଇଯିବ ସେଥିପାଇଁ ମୁଁ ଚୁପ ଥିଲି କିନ୍ତୁ ଏବେ ସମସ୍ତଙ୍କୁ

ଜଣାଇବାକୁ ବାଧ୍ୟ ହେଲି।ମହିଳା ଏହାପରେ କୁହନ୍ତି କି,ବୋହୂର ଏଭଳି କଳା କାରନାମା ଜାଣିବାପରେ ଆଉ କେତେଦିନ ଆମେ ସହ୍ୟ କରିଥାନ୍ତୁ। ବୋହୂ ଆମକୁ ଘରୁ ବାହାର କରିଦେବାକୁ ଚାହୁଁଥିଲା କାରଣ ଆମେ ଘରୁ ବାହାରିଗଲେ ସେ ଏଠାରେ ନିଜର ଖରାପ ବ୍ୟବସାୟ କାମ କରିବ।ଏହି ଘଟଣା ସାମ୍ନାକୁ

ଆସିବାପରେ ବହୁତ ସଭ୍ୟ ସମାଜର ଲୋକେ ଏହାକୁ ନିନ୍ଦା କରିଛନ୍ତି ଓ ସେହି ବୋହୂ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କମେଣ୍ଟ ଜରିଆରେ ନିଜର ମତ ଦେଇଛନ୍ତି। ଦେଖିବାକୁ ରହିଲା ପୋଲିସ ଏହାଉପରେ କେଉଁ ପ୍ରକାରର ପଦକ୍ଷେପ ନେବ।

Leave a Reply

Your email address will not be published. Required fields are marked *