ଅର୍ଚ୍ଚନା ନାଗ ଜଣେ ଖେଳାଳି ଓ ସେ ଯାହା କରିଛନ୍ତି ଠିକ କରିଛନ୍ତି,ଏମାନେ ଯିବାରୁ ARCHUNA ଦେଲା ନହେଲେ ସେ କଣ…

Uncategorized

ଆଜି ସାରା ଓଡ଼ିଶାରେ ଅର୍ଚ୍ଚନା ନାଗଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି କିଏ କହୁଛି ଅର୍ଚ୍ଚନା ଯାହା କରିଛନ୍ତି ସମ୍ପୂର୍ଣ୍ଣ ଭୁଲ କରିଛନ୍ତି ତ ଆଉ କେତେକ ଲୋକେ ତାଙ୍କ ସପୋର୍ଟରେ ଛିଡ଼ା ହେଉଛନ୍ତି ଓ ଅର୍ଚ୍ଚନାଙ୍କୁ ସପୋର୍ଟ କରୁଥିବା ଲୋକେ ଅର୍ଚ୍ଚନାଙ୍କର ବେଲ ପାଇଁ ଦାବି କରୁଛନ୍ତି। ଏମିତି ଦୁଇଟି ଗୋଷ୍ଠୀରେ ଲୋକ ଭାଗ ହୋଇସାରିଛନ୍ତି

ଓ ମାହୋଲ ପୁରା ଗରମା ଗରମ ରହିଛି।ଏମିତି ଜଣେ ମହିଳା ଅର୍ଚ୍ଚନାଙ୍କ ସପୋର୍ଟ କରି ମିଡ଼ିଆ ସାମ୍ନାକୁ ଆସିଛନ୍ତି ଓ ସେ ଯାହା କହିଛନ୍ତି ତାକୁ ଶୁଣିବା ମାତ୍ରକେ ଲୋକେ ଅର୍ଚ୍ଚନାକୁ ସପୋର୍ଟ କରିବା ଆରମ୍ଭ କରିଦେଇଛନ୍ତି। ଆସନ୍ତୁ ଜାଣିବା ସେ କଣ କହିଥିଲେ। ମିଡ଼ିଆ ପ୍ରଶ୍ନ କରିଥିଲେ କି, କଣ ମହିଳା ଯାହା

କରିଛନ୍ତି ଠିକ କରିଛନ୍ତି? ଏହାର ଉତ୍ତର ଦେଇ ସେ କହିଥିଲେ,ଆଜ୍ଞା ହଁ ଅର୍ଚ୍ଚନା ଯାହା କରିଛି ଠିକ କରିଛି କାରଣ ଯିଏ ମାଛ ବିକୁଛି ତା’ର ଭୁଲ ରହିବନାହିଁ ଯିଏ ମାଛ ଖାଉଛି ତାର ଭୁଲ, ମାଛ ଖାଇବା ସମୟରେ ଆପଣ ଯଦି ମାଛ ଦେଖିକି ନଖାଇବେ ତାହେଲେ ଆପଣଙ୍କ ତଣ୍ଟିରେ କଣ୍ଟା ଲାଗିବ।

ସେହିପରି ଅର୍ଚ୍ଚନା ଜଣେ ଗରିବ ଝିଅ ଥିଲା ଓ ସେ ଟଙ୍କା ରୋଜଗାର ପାଇଁ ଏହାକୁ ବାଛିଥିଲା ତ କିଛି ଭୁଲ କରିନାହିଁ। ଯଦି ତାକୁ ଆଜି ତୁମେ ବେଶ୍ୟା କହୁଛ ତାହେଲେ ଏଥିପାଇଁ କିଏ ଦାୟୀ? ଆପଣ ମାନେ ଦାୟୀ ନା କାରଣ ପୁରୁଷ ମାନେ ତା’ସହ ରାତି କାଟିବା ଯୋଗୁଁ ଆଜି ସେ ବେଶ୍ୟା କୁହାଯାଉଛି

ଓ ପୋଲିସ ଆଜି ତାକୁ ଗିରଫ କରିଛି। ବହୁତ ଚେଷ୍ଟା କରିବାପରେ ମଧ୍ୟ ଅର୍ଚ୍ଚନାଙ୍କର ବେଲ ହୋଇପାରୁନାହିଁ।କାରଣ ଅର୍ଚ୍ଚନା ସହିତ ଯେଉଁ ବଡ଼ ବଡ଼ ଲୋକେ ରାତି କଟାଇଛନ୍ତି ସେମାନେ ପୋଲିସ ଉପରେ ଚାପ ପକାଉଛନ୍ତି କାରଣ ଯଦି ଅର୍ଚ୍ଚନାକୁ ବେ-ଲ ମିଳିଯିବ ତାହେଲେ ସେ ବାହାରକୁ ଆସିବାପରେ ସମସ୍ତଙ୍କ

ମୁଖା ଖୋଲି ଦେଇପାରେ ବୋଲି ଏହି ଭୟ ତାଙ୍କ ମନରେ ରହୁଛି। ସେଥିପାଇଁ ସେମାନେ ପୋଲିସ ଉପରେ ଚାପ ପକାଇ ଅର୍ଚ୍ଚନାର ଜାମିନକୁ ଖାରଜ କରିଦେଉଛନ୍ତି।

Leave a Reply

Your email address will not be published. Required fields are marked *